ନୀତି ନିର୍ଘଣ୍ଟର ତିନି ଘଣ୍ଟା ପୂର୍ବରୁ ଗଡ଼ିଲା ରଥ
ପୁରୀ: ବଡ଼ଦାଣ୍ଡରେ ଗଡ଼ୁଛି ରଥ । ତେବେ ଚଳିତବର୍ଷର ନୀତି ନିର୍ଘଣ୍ଟର ତିନିଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ପ୍ରଭୁ ବଳବଦ୍ରଙ୍କ ରଥ ଟଣା ହୋିଥିବା ବେଳେ ପରେ ମାତା ସୁଭଦ୍ରାଙ୍କ ରଥକୁ ଟଣାଯାଇଛି । ସେପଟେ ଶେଷରେ ବଡ଼ଠାକୁରଙ୍କ ନନ୍ଦିଘୋଷ ଟଣାଯିବା ନେଇ ପ୍ରସ୍ତୁତ ହୋଇ ରହିଛି ।!-->…
