ଆସନ୍ତାକାଲି ବନ୍ଦ ରହିବ ଜଗା ଦର୍ଶନ
ପୁରୀ: ଶୁକ୍ରବାର ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ସାଧାରଣ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର । ସୁନିଆ ପର୍ବ ଓ ବାମନ ଜନ୍ମ ବିଶେଷ ନୀତି ପାଇଁ ଆସନ୍ତା କାଲି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। କନ୍ୟା ସଂକ୍ରାନ୍ତି, ଶ୍ରାବଣା ମକର ନକ୍ଷତ୍ର ସନ୍ ୧୪୨୯ ସାଲ୍ ଆରମ୍ଭ ହେବ।!-->…