Odia News Portal
Browsing Tag

pv sindhu

ସିନ୍ଧୁଙ୍କ ରଙ୍ଗରେ ରଙ୍ଗୀନ ହେଲା ଟୁିଟର

 ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ବ୍ୟାଡମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ ଦେଶର ସୁନାମ ଅର୍ଜନ କରିଛନ୍ତି। ଏହି ବିଜୟ ସହିତ ଭାରତରକୁ ୩ ଟି ପଦକ ମିଳିଛି । ପିଭି ସିନ୍ଧୁଙ୍କ ବିଜୟକୁ ନେଇ ସାରା ଦେଶରେ ଖୁସିର ବାତାବରଣ ରହିଛି ଏବଂ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଏଥି…

ପିଭି ସିନ୍ଧୁ ଜିତିଲେ ବ୍ରୋଞ୍ଜ

ଭାରତକୁ ଆଉ ଏକ ମେଡାଲ । ଟୋକିଓ ଅଲିମ୍ପିକରେ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍‌ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତର ପିଭି ସିନ୍ଧୁ । ଚାଇନାର ହେ ବିଙ୍ଗ୍‌ ଜିଆଓଙ୍କୁ ହରାଇ ଭାରତ ପାଇଁ ଆଉ ଏକ ମେଡାଲ ଆଣିଛନ୍ତି ପିଭି ସିନ୍ଧୁ । ଚାଇନାର ବିଙ୍ଗ୍‌ ଜିଆଓଙ୍କୁ ସିଧାସଳଖ ୨-୦ ରେ ହରାଇଲେ…

ଆଜି ବ୍ରୋଂଜ ପାଇଁ ଖେଳିବେ ସିନ୍ଧୁ

ଆଜି ବ୍ରୋଂଜ ପଦକ ପାଇଁ ଖେଳିବେ ପି.ଭି ସିନ୍ଧୁ । ଆଜି ସିନ୍ଧୁ ଚୀନର ବିଙ୍ଗ ଜିଆଓଙ୍କୁ ଭେଟିବେ । ଏହି ମ୍ୟାଚ୍ ଜିତିଲେ ସିନ୍ଧୁ ବ୍ରୋଞ୍ଜ ପଦକ ହାସଲ କରିବେ ।ଗତକାଲି ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ସିନ୍ଧୁ ଜାଇନିଜ୍ ତାଇପେଇ ତାଇ ଜୁ ୟୁଙ୍ଗଙ୍କଠାରୁ ପରାସ୍ତ ହୋଇଥିଲେ । ଗତ ରିଓ…

ସେମିଫାଇନାଲରେ ହାରିଗଲେ ସିନ୍ଧୁ

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଆସିଛି ନିରାଶାର ଖବର । ଆଜି ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପରାଜିତ ହୋଇଛନ୍ତି ପିଭି ସିନ୍ଧୁ । ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ତାରକା ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇଛନ୍ତି ସିନ୍ଧୁ । ଆଜି ଖେଳାଯାଇଥିବା…

ପିଭି ସିନ୍ଧୁଙ୍କ ଆୟ ଜାଣିଲେ ପାଦ ତଳୁ ମାଟି ଖସିଯିବ

ବ୍ୟାଡମିଣ୍ଟନ ଖେଳାଳୀ ପି.ଭି ସିନ୍ଧୁ ନୋଜୋମି ଓକୁହାରାଙ୍କୁ ହରାଇ ଓ୍ବାର୍ଲଡ ବ୍ୟାଡମିଣ୍ଟନ ଚାମ୍ପିଅନଶିପ୍ ୨୦୧୯ର ବିଜୟୀ ହୋଇଛନ୍ତି। ସେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ଏହି ସଫଳତା ହାସଲ କରିବା କ୍ଷେତ୍ରରେ ସେ ପ୍ରଥମ ଭାରତୀୟ ମହିଳା ଖେଳାଳି। ହାଇଦ୍ରାବାଦରେ ରହୁଥିବା ସିନ୍ଧୁ ଭାରତର…