Odia News Portal
Browsing Tag

Rahul Gandhi

ଅଡୁଆରେ ପଞ୍ଜାବ ସରକାର, ଚୁପ୍ ରହିଛନ୍ତି ରାହୁଲ ଗାନ୍ଧୀ

ଅମୃତସର: ଶସ୍ତାରେ ଟିକା କିଣି ଘରୋଇ ହସ୍ପିଟାଲରେ ବିକ୍ରି କରୁଛନ୍ତି ପଞ୍ଜାବ ସରକାର । ୪ ଶହ ଟଙ୍କାରେ ଟିକା କିଣି ଘରୋଇ ହସ୍ପିଟାଲରେ ହଜାରେ ଟଙ୍କାରେ ବିକୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପଞ୍ଜାବରେ ଏବେ ଗାଁରେ ଅଧିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ…

ଚାଷୀଙ୍କ ପାଇଁ ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ଦେଶରେ ଚାଲିଥିବା କୃଷି ଆନ୍ଦୋଳନକୁ ନେଇ ରାଜନୀତି ସରଗରମ ରହିଛି । ଗୁରୁବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ୨ କୋଟି ଲୋକଙ୍କ ଦସ୍ତଖତ ସହିତ ସ୍ମାରକପତ୍ର ହସ୍ତାନ୍ତର କରିଛନ୍ତି। ଅପରପକ୍ଷରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି।…

ହାଥରସ ଯିବାକୁ ରାହୁଲ ଓ ପ୍ରିୟଙ୍କାଙ୍କୁ ଅନୁମତି

ଲକ୍ଷ୍ନୌ()  ହାଥରସ ଗଣଦୁଷ୍କର୍ମକୁ ନେଇ ଏବେ ସରଗରମ ରାଜନୀତି । ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସହରରେ ଏହାର ଝଲକ ଦେଖିବାକୁ ମିଳିଛି । କଂଗ୍ରେସ ଲଗାତାର ଯୋଗୀ ସରକାରଙ୍କ ଉପରେ ଆକ୍ରମଣ କରିବାରେ ଲାଗିଛି । ଏହାରି ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି…

ପୁଣି ଥରେ ହାଥରସ ଅଭିମୁଖେ ରାହୁଲ, ପ୍ରିୟଙ୍କା

ଲକ୍ଷ୍ନୌ() ହାଥରସ ଗଣଦୁଷ୍କର୍ମକୁ ନେଇ ଏବେ ସରଗରମ ରାଜନୀତି । ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସହରରେ ଏହାର ଝଲକ ଦେଖିବାକୁ ମିଳିଛି । କଂଗ୍ରେସ ଲଗାତାର ଯୋଗୀ ସରକାରଙ୍କ ଉପରେ ଆକ୍ରମଣ କରିବାରେ ଲାଗିଛି । ଏହାରି ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି…

ଚିଠି ଲେଖାଯିବା ପଛରେ ବିଜେପିର ଷଡ଼ଯନ୍ତ୍ର ରହିଛି

ନୂଆଦିଲ୍ଲୀ() ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସରେ ଏବେ ନେତୃତ୍ୱ ପରିବର୍ତ୍ତନର ପୂର୍ବାଭାସ ଦେଖାଦେଇଛି । ରାହୁଲ ଗାନ୍ଧୀଙ୍କୁ ଦଳର ଦାୟିତ୍ୱ ଦେବା ନିମନ୍ତେ ଦଳ ଭିତରୁ ଦାବି ହେଉଥିବାବେଳେ ଏନେଇ କିଛି ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ । ଏହି…

ଫେଲ ମାରିଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ

ନୂଆଦିଲ୍ଲୀ() ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ ହୋଇଛି । ଏହି ତାଲାବନ୍ଦ ଓ କରୋନାକୁ ନେଇ ଆଜି କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତରେ ଲକଡାଉନ ପ୍ରଭାବହୀନ ବୋଲି ରାହୁଲ…

“ମରିଯିବି, ଭୁଲ ମାଗିବିନି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ()  କଂଗ୍ରେସର ଦେଶ ବଚାଓ ରାଲିକୁ ସମ୍ୱୋଧିତ କରି ରାହୁଲ ଗାନ୍ଧୀ ବିଜେପି ଏବଂ ମୋଦୀ ସରକାର ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି ବିଜେପି ମୋର ଭାଷଣକୁ ନେଇ କ୍ଷମା ଦାବି କରୁଛି, କିନ୍ତୁ ମୁଁ କ୍ଷମା ମାଗିବିନି । ସାବରକରଙ୍କୁ ଉଲ୍ଲେଖକରି ସେ କହିଛନ୍ତି, ମୁଁ ମରିଯିବି,…

ଫେରିଆସିଲେ ବିରୋଧୀ ପ୍ରତିନିଧି ଦଳ

ନୂଆଦିଲ୍ଲୀ() କାଶ୍କୀର ପରିସ୍ତିତି ଅନୁଧ୍ୟାନ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାଇଥିବା ୯ଟି ବିରୋଧୀ ଦଳର ୧୨ ଜଣିଆ ଟିମକୁ ଆଜି କାଶ୍ମୀରରୁ ନିରାଶରେ ଫେରିବାକୁ ପଡିଛି । ଏହି ବିରୋଧି ଦଳର ନେତା ମାନଙ୍କୁ କାଶ୍ମୀର ଗସ୍ତକୁ ଗତକାଲିଠାରୁ ଜାମ୍ମୁକାଶ୍ମୀର ପ୍ରଶାସନ ପକ୍ଷରୁ ରୋକ…

ତିଶଗଡରେ ମୋଦ-ରାହୁଲ ଛକାପଂଝା

ଛତିଶଗଡ ନିର୍ବାଚନ ବିଜେପି ପାଇଁ ଅଗ୍ନି ପରୀକ୍ଷା ହୋଇଛି । ଏଠାରେ ବିଜେପି ଓ କଂଗ୍ରେସ ଉଣେଇଶ ବିଶ୍ ଅବସ୍ଥାରେ ଥିବାରୁ ବିଜେପିର ରମଣ ସିଂ ସରକାର ପାଇଁ କଂଗ୍ରେସ ଦଳ ଏକ ବଡ ଚ୍ୟାଲେଂଜ ରୂପେ ଠିଆହୋଇଛି । ସେଥିପାଇଁ ପ୍ରଧାନ ମନ୍ତ୍ରୀ ଛତିଶଗଡ ନିର୍ବାଚନ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ।…