Odia News Portal
Browsing Tag

Rajnagar

ରାଜନଗର ବନବିଭାଗକୁ ବଡ ସଫଳତା

ଆଜି ରାଜନଗର ବ୍ଲକ ଗୋପାଳପୁର ବଜାରରେ ବନବିଭାଗର ଏକ ଟିମ ଅତର୍କିତ ଭାବେ ଏକ ଚିଙ୍ଗୁଡ଼ି ଅର୍ତ୍ତ ଉପରେ ଚଢ଼ାଉକରି ଦୁଇଟି ସାଂକୁଚ ଜବତ କରିଛି । ଏହି ଦୁଇଟି ସାଂକୁଚର ମୂଲ୍ୟ ରାଜ୍ୟ ବାହାରେ ତଥା ଅନ୍ତର୍ଜାତିକ ସ୍ତରରେ ଅଧିକ ହୋଇଥିବାରୁ ମାଛ ମାଫିଆମାନେ ମାଛ ଧରିବା ବାହାନାରେ ବେଆଇନ…

ରାଜନଗର ପ୍ରେସ କ୍ଲବ ପକ୍ଷରୁ ଅରିନ୍ଦମ ଦାସଙ୍କୁ ଅଶ୍ରୃଳ ଶ୍ରଦ୍ଧାଞ୍ଜଳି

ରାଜନଗର : ସାହାସୀ, ନିର୍ଭୀକ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଓଡ଼ିଶା ସମ୍ବାଦ ଜଗତ । ସାହସିକତା ସହିତ ନିଜ କର୍ତ୍ତବ୍ୟ ସମୟରେ ଆଖି ବୁଜିଥିଲେ ଅରିନ୍ଦମ । ତାଙ୍କ ମୃତ୍ୟୁ ଖବର ଯିଏ ଶୁଣୁଛି ତା ଆଖିରୁ ଦି ଟୋପା ଲୁହ ଝରି ଆସୁଛି । ତାଙ୍କର ଏଭଳି ଅକାଳ ସାରା…

ବାତ୍ୟା ପାଇଁ ରାଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା

ଭୁବନେଶ୍ବର() ତୀବ୍ର ଗତିରେ ମାଡ଼ି ଆସୁଛି ମହାବାତ୍ୟା ଅମ୍ଫନ । ପାରାଦୀପଠାରୁ ୪୮୦କିଲୋମିଟର ଦୂରରେ ରହିଛି ମହାବାତ୍ୟା । ଗତ ୬ଘଣ୍ଟା ଧରି ୧୫ କିଲୋମିଟର ବେଗରେ ଗତି କରୁଛି ଅମ୍ଫନ । ଏବେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ମହାବାତ୍ୟା । ସମ୍ଭାବ୍ୟ ସାମୁଦ୍ରିକ ମହାବାତ୍ୟା…