Odia News Portal
Browsing Tag

rajyapal

ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ

ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ. ଏଇ ଅବସରରେ ସେ ରାଜ୍ୟପାଳଙ୍କୁ ନିଜେ ଆଙ୍କିଥିବା ତାଙ୍କର ପ୍ରତିଛବିକୁ ପ୍ରଦାନ କରିଛନ୍ତି. ପ୍ରିୟଙ୍କା ସାଧା କାଗଜ ଉପରେ…