ଗୁଣ୍ଡିଚା ମନ୍ଦିରରେ ପହଁଚିଲା ତିନି ରଥ
ପୁରୀ() ଗୁଣ୍ଡିଚା ମନ୍ଦିରରେ ଲାଗିଲା ତାଳଧ୍ୱଜ, ଦେବଦଳନ ଓ ଦର୍ପଦଳନ ରଥ । ରଥଯାତ୍ରାଇତିହାସରେ ଯୋଡ଼ି ହୋଇଗଲା ଏକ ନୂଆ ଫର୍ଦ୍ଦ। ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିଲା ରଥ। ନିକଟ ଅତୀତରେ ଏଭଳି ରଥଯାତ୍ରା ଆୟୋଜିତ ହୋଇଥିବାର ନଜିର ନାହିଁ। ଭକ୍ତଙ୍କୁ ଦର୍ଶନ ଦେବାକୁ ଲୀଲାମୟ ରତ୍ନବେଦୀ ଛାଡ଼ି…