Odia News Portal
Browsing Tag

rathayatra

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ଚତୁର୍ଥାମୁର୍ତ୍ତୀ

ଜନ୍ମବେଦୀରେ ଲୀଳାଖେଳା ସାରି ରଥରେ ବାହୁଡୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟଘଣ୍ଟା, ଜୟଜଗନ୍ନାଥ ଧ୍ୱନିରେ କମ୍ପୁଛି ରଥପଥ । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଦିନ ୧୨ଟା ପରିବର୍ତ୍ତେ ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ…

ଜନ୍ମବେଦୀରୁ ବାହୁଡୁଛନ୍ତି ମହାବାହୁ

ମଙ୍ଗଳବାର ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ। ଗୋଟି ପହଣ୍ଡିରେ ନାକଚଣା ଦ୍ଵାର ଦେଇ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ ମହାପ୍ରଭୁ…

ଗର୍ଭଗୃହ ଯାଂଚ କରିବ ASI ଟିମ୍‌

ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଛନ୍ତି ମହାପ୍ରଭୁ । ଏହାପରେ ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହେବ ଏଏସଆଇର ଗର୍ଭଗୃହ ଯାଞ୍ଚ । ଏଥିପାଇଁ ଭାରାବନ୍ଧା ଚାଲିଛି । ଏଏସଆଇର ଵୈଷୟିକ କମିଟି ଦ୍ୱାରା ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଅନୁଧ୍ୟାନ କରାଯାଇ ମରାମତି ଓ ସଂରକ୍ଷଣ କାର୍ଯ୍ୟ…

ରଥଖଳାରେ ମହାପ୍ରସାଦ ସେବନ କଲେ ଜିଲ୍ଲାପାଳ

ରଥଖଳାରେ ତଳେ ଚକା ପକାଇ ବସିଛନ୍ତି ଜିଲ୍ଲାପାଳ। ରଥ ନିର୍ମାଣରେ ନିୟୋଜିତ କାରିଗର ଓ ସେବାୟତଙ୍କ ସହ ମିଶି ମହାପ୍ରସାଦ ସେବନ କରୁଛନ୍ତି। ପୁରୀ ଜିଲ୍ଲାପାଳଙ୍କ ଏଭଳି ସାଧାରଣ ଜୀବନଯାପନ ଦେଖି ଆଜି ସମସ୍ତେ ତାଜୁବ ହୋଇଛନ୍ତି। ପିପିଇ କିଟ୍ ପିନ୍ଧି କୋଭିଡ କେୟାର ଯାଇ ଚର୍ଚ୍ଚାରେ ଥିବା…

ଚଳିତ ବର୍ଷ ଭଙ୍ଗା ହେବନି ତିନି ରଥ

ପୁରୀ() ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିଥିଲା । ମହାରଣା, ଭୋଇ ସେବାୟତ ମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ର ସଦସ୍ୟ ମାନେ ଆଲୋଚନା କରିଥିଲେ । ବିଶେଷ କରି ଗତ ପରିଚାଳନା କମିଟି ଓ ଛତିଶା ନିଯୋଗ ର ମିଳିତ ବୈଠକର ନିଷ୍ପତି ଅନୁସାରେ…

ଆଜି ବାହାରିବ ଆଡ଼ପ ଅବଢ଼ା

ପୁରୀ()  ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ପହଞ୍ଚିଛନ୍ତି। ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁ ଜନ୍ମବେଦି ତଥା ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ଗତକାଲି ଠାରୁ…

ଜନ୍ମବେଦିକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ() ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ ଆରମ୍ଭ ହୋଇଛି । ପହଣ୍ଡି ଆରମ୍ଭ ହୋଇ ଶ୍ରୀ ମଦନ ମୋହନ ଓ ରାମକୃଷ୍ଣଙ୍କ ଗୋଟି ପହଣ୍ଡି ଶେଷ ହୋଇଛି । ଗୋଟି ପହଣ୍ଡିରେ ଜନ୍ମବେଦିକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହାପରେ ପରେ ସୁଦର୍ଶନ ମହାପ୍ରଭୁଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଥିବା…

ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି

ପୁରୀ() ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି । ଆଜି ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ । ଅପରାହ୍ନ ୨ଟା ସୁଦ୍ଧା ଆଡପ ମଣ୍ଡପ ବିଜେ ନୀତି ସରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ରଥ…

ଛେରାପହଁରାର ବିଶେଷତ୍ତ୍ୱ ଜାଣନ୍ତୁ …

ପୁରୀ() ଗଜପତି ମହାରାଜଙ୍କ ଦ୍ୱାରା ହେଉଥିବା ଏକ ଆକର୍ଷଣୀୟ ନୀତି ହେଲା ତିନି ରଥରେ ଛେରାପହଁରା । ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ, ଚଳନ୍ତି ବିଷ୍ଣୁ ଭାବେ ସମ୍ମାନିତ ଗଜପତି ମହାରାଜା ଶ୍ରୀନଅରରୁ ବାଜା ପଟୁଆର ସହିତ ରାଜାବେଶରେ ତାମଯାନରେ ବସି ଆସନ୍ତି । ପ୍ରଥମେ ବଳଭଦ୍ର ଠାକୁରଙ୍କ ରଥରେ…

ଗୁଣ୍ଡିଚା ମନ୍ଦିରରେ ପହଁଚିଲା ତିନି ରଥ

ପୁରୀ() ଗୁଣ୍ଡିଚା ମନ୍ଦିରରେ ଲାଗିଲା ତାଳଧ୍ୱଜ, ଦେବଦଳନ ଓ ଦର୍ପଦଳନ ରଥ । ରଥଯାତ୍ରାଇତିହାସରେ ଯୋଡ଼ି ହୋଇଗଲା ଏକ ନୂଆ ଫର୍ଦ୍ଦ। ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିଲା ରଥ। ନିକଟ ଅତୀତରେ ଏଭଳି ରଥଯାତ୍ରା ଆୟୋଜିତ ହୋଇଥିବାର ନଜିର ନାହିଁ। ଭକ୍ତଙ୍କୁ ଦର୍ଶନ ଦେବାକୁ ଲୀଲାମୟ ରତ୍ନବେଦୀ ଛାଡ଼ି…