Odia News Portal
Browsing Tag

Risi kapoor

ଅନ୍ତିମ ସଂସ୍କାରରେ ୧୫ଜଣଙ୍କୁ ଅନୁମତି

ମୁମ୍ବାଇ() ଚିରନିଦ୍ରାରେ ବଲିଉଡ୍ ଅଭିନେତା ଋଷି କପୁର। ଏହି ଘଟଣାପରେ ବଲିଉଡ୍ ସିନେମା ଜଗତରେ ଖେଳିଯାଇଛି ଶୋକର ଛାୟା। ତେବେ ଚନ୍ଦନୱାଡି ଶ୍ମଶାନ ଘାଟରେ ଋଷି କପୁରଙ୍କ ଅନ୍ତିମ ସଂସ୍କାର କରାଯିବ। କରୋନା କଟକଣା ପାଇଁ ଶେଷକୃତ୍ୟରେ କେବଳ ୧୫ଜଣଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି।…

ମଦ ବ୍ରିକ୍ରି ବନ୍ଦ ନେଇ ବିହାର ସରକାରଙ୍କୁ ଏମିତି କହିଥିଲେ ଋଷି

ମୁମ୍ୱାଇ()  ଗୁରୁବାର ୬୭ ବର୍ଷ ବୟସରେ ଅଭିନେତା ଋଷି କପୁର ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅଭିନୟ ଦୁନିଆରେ ଅତୁଳନୀୟ ପ୍ରଶଂସା ସାଉଁଟିଥିବା ଋଷି ସୋଶାଲ ମିଡିଆରେ ମଧ୍ୟ ବେଶ୍ ସକ୍ରିୟ ରହୁଥିଲେ। ଦେଶରେ ଘଟୁଥିବା ବିଭିନ୍ନ ବିଷୟରେ ନିଜ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ସେ ନିଜ ମତ…

ପରଲୋକରେ ରିଷି କପୁର

ମମ୍ବାଇ()  ବୁଧବାର ଦିନ ସକାଳେ ରିଷିଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ରିଷିଙ୍କ ମୃତ ଦେହ ନିକଟରେ ଏବେ ତାଙ୍କ ପରିବାର ଲୋକ ରହିଛନ୍ତି। ରିଷି ନ୍ୟୁୟର୍କରେ ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗ ଜନିତ ଚିକିତ୍ସା ପରେ ଗତ ସେପ୍ଟେମ୍ବରରେ ଭାରତ ଫେରିଥିଲେ।…