Odia News Portal
Browsing Tag

saibaba

ସାଇବାବା ଓ ଯୀଶୁଙ୍କ ମଧ୍ୟରେ କି ସମ୍ପର୍କ ଥିଲା

ଭୁବନେଶ୍ୱର: ସମସ୍ତ ଅବତାର ଇଶ୍ୱରଙ୍କ ପ୍ରତିରୂପ, ଯଦିଓ ସେମାନଙ୍କ ଅବତାର ଗ୍ରହଣ କରିବାର ସ୍ଥାନ, କାଳ ପରିବେଷ୍ଟନୀ ଭିନ୍ନ । ଯୀଶୁ ଓ ବାବାଙ୍କ ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଛି । ଶିଷ୍ୟମାନଙ୍କ ଗହଣରେ ଅତି ସାଧାରଣ ମଣିଷ ଭାବରେ ସେମାନେ ଜୀବନ ନିର୍ବାହ କରୁଥିଲେ । ପ୍ରେମ ଓ ତ୍ୟାଗ…

ବାବାଙ୍କ ପ୍ରତି କିପରି ଏକାଗ୍ରତା ରଖିବା?

ଭୁବନେଶ୍ୱର: କେବଳ ବଡ଼ ବଡ଼ ଘଟଣା ନୁହେଁ ଦୈନନ୍ଦିନ ଜୀବନର ଅତି ଛୋଟ, ସାମାନ୍ୟ ଘଟଣାରେ ବି ଆମେ ବାବାଙ୍କୁ ସ୍ମରଣ କରିବା ଉଚିତ୍ । ଆମେ ତାଙ୍କୁ ଧ୍ୟାନ କରିବା ଉଚିତ୍ । ଜୀବନରେ ନୂତନ ବୃତ୍ତି ଅବଲମ୍ବନ କରିବା ଭଳି ମହତ୍ୱପୂର୍ଣ୍ଣ ଘଟଣାଠାରୁ ଆରମ୍ଭ କରି ଶୋଇବାକୁ ଯିବା, ଶେଯରୁ ଉଠିବା,…

ସଦଗୁରୁ ଭକ୍ତଙ୍କ ପାଇଁ କ’ଣ କରିପାରନ୍ତି

ଭୁବନେଶ୍ୱର: ସନ୍ଥ ଓ ସଦଗୁରୁମାନେ ଏକକାଳୀନ ପାର୍ଥୀବ ଓ ଅପାର୍ଥୀବ ଅବସ୍ଥାରେ ଥାଆନ୍ତି । ସେମାନେ ବହୁ ଜନ୍ମ ଅତିକ୍ରମ କରି ଆସିଥାନ୍ତି । ପୂର୍ବ ଜନ୍ମମାନଙ୍କରେ ସେମାନଙ୍କୁ ସାଧାରଣ ମଣିଷ ଭଳି ବହୁ ଦୁଃଖ କଷ୍ଟ ଭୋଗ କରିବାକୁ ପଡିଥାଏ । କଠିନ ପରିଶ୍ରମ, ଅଧ୍ୟବସାୟ ଓ ସାଧନା ବଳରେ ସେମାନେ…

ଇଶ୍ୱରଙ୍କୁ ଆମେ ମନୁଷ୍ୟର ପ୍ରତିକୃତି ମଧ୍ୟରେ ଦେଖିବାକୁ ଚାହୁଁ କାହିଁକି ?

ଭୁବନେଶ୍ୱର: ଇଶ୍ୱରଙ୍କ ମହାଜାଗତିକ ସ୍ୱରୂପକୁ କଳନା କରିବା ମନୁଷ୍ୟର ସାଧ୍ୟାତୀତ । ସେ ତା’ର ସୀମିତ ଧାରଣାକୁ ନେଇ ଅସୀମ ଇଶ୍ୱରଙ୍କୁ ସେ କିଭଳି ଦର୍ଶନ କରିବ? ତେଣୁ ନିଜର ବ୍ୟକ୍ତିଗତ ଅନୁଭବରୁ ସେ ଇଶ୍ୱରଙ୍କ ରୂପ ସୃଷ୍ଟି କରିଛି ଏବଂ ମୂର୍ତ୍ତି ଓ ଚିତ୍ରରେ ତାହା ପ୍ରତିଫଳିତ କରିଛି ।…

ଅବତାର ମାନେ ହିଁ କଣ ବିଭିନ୍ନ ଧର୍ମର ସୃଷ୍ଟି ପାଇଁ ଦାୟୀ ?

ଭୁବନେଶ୍ୱର: ଧର୍ମ ଅନେକ । ଇଶ୍ୱରଙ୍କୁ ଅନ୍ୱେଷଣ କରିବାର ମାର୍ଗ ବି ଅନେକ । କିନ୍ତୁ ଲକ୍ଷ୍ୟ ସେଇ ଏକ- ଇଶ୍ୱର ଉପଲବ୍ôଧ । ବୁଦ୍ଧ, ଖ୍ରୀଷ୍ଟ ଓ ମହମ୍ମଦ ଏମାନେ ସମସ୍ତେ ଇଶ୍ୱରଙ୍କ ଅବତାର । ମନୁଷ୍ୟ ଶରୀର ଧାରଣ କରି ଭିନ୍ନ ଭିନ୍ନ ସମୟରେ ସେମାନେ ଧରାରେ ଅବତୀର୍ଣ୍ଣ ହୋଇଥିଲେ । ତେଣୁ ସମସ୍ତ…

ଭକ୍ତମାନେ ବାବା କରୁଣା ପାଇବା ଲାଗି ଏତେ ବ୍ୟାକୁଳ କାହିଁକି?

ଭୁବନେଶ୍ୱର: ଲୋକମାନେ ଆତୁର ହୋଇ ଇଶ୍ୱରଙ୍କ କରୁଣା ଲୋଡନ୍ତି, କାରଣ ସେମାନଙ୍କ ହୃଦୟରେ କରୁଣା ନଥାଏ । ଯାହା ଆମ ପାଖରେ ନଥାଏ, ତାହା ହିଁ ଆମେ ଖୋଜୁ ଓ ପାଇବାକୁ ବ୍ୟାକୁଳ ହୋଇପଡୁ । ଇଶ୍ୱର ହେଉଛନ୍ତି ‘ଭାବ’- ଆମେ ସବୁ ଅଭାବ ବା ଭାବହୀନ । ଏଣୁ ବାବାଙ୍କ କରୁଣା ଲାଗି ବ୍ୟାକୁଳ ହୋଇଥାଉ । …

ଭକ୍ତଙ୍କ ପ୍ରତି ବାବା କଣ ନିର୍ଦ୍ଦୟ ହେଉଥିଲେ କି?

ଭୁବନେଶ୍ୱର: ଭକ୍ତମାନଙ୍କ ପ୍ରତି ବାବାଙ୍କ କରୁଣା ସବୁବେଳେ ପ୍ରଚ୍ଛନ୍ନ ହୋଇରହିଥାଏ । ତାଙ୍କ କୃପାର ଲୀଳାକୁ ସହଜରେ ଜାଣି ହୁଏନାହିଁ । ଭକ୍ତର ପୂର୍ବ କର୍ମଫଳକୁ ବିଚାରକୁ ନେଇ ତଦନୁଯାୟୀ ଯଥା ସମୟରେ ତାର ଅନିଷ୍ଟ ଖଣ୍ଡନର ବ୍ୟବସ୍ଥା ସେ କରିଥାନ୍ତି । ଯାହା କଲେ, ଭକ୍ତର ସବୁଠାରୁ ମଙ୍ଗଳ…

ଜାଣନ୍ତୁ କ୍ରୋଧକୁ ନିୟନ୍ତ୍ରଣ କରିବା ଲାଗି ବାବା କଣ ଉପଦେଶ ଦେଉଥିଲେ

ଭୁବନେଶ୍ୱର: କ୍ରୋଧକୁ ଅନ୍ତର ମଧ୍ୟରୁ ସମ୍ପୂର୍ଣ୍ଣ ଭାବେ ନିର୍ବାପିତ କରିବା ଏତେ ସହଜ ବ୍ୟାପାର ନୁହେଁ । ବଡ଼ ବଡ଼ ମୁନି ଋଷିମାନେ ମଧ୍ୟ ଏହା କରିପାରି ନାହାନ୍ତି । ମୁନି ଦୁର୍ବାସାଙ୍କ କ୍ରୋଧ ଏହାର ଜ୍ୱଳନ୍ତ ଉଦାହରଣ । ଅହଂଭାବରୁ କ୍ରୋଧର ଉଦଭବ । ମନ ମଧ୍ୟରେ ଯଦି ତିଳେ ମାତ୍ର ଅହଂକାର ଥାଏ,…

ନିଜ ଘରେ ବାବାଙ୍କୁ କେଉଁ ପଦ୍ଧତିରେ ପୂଜା କରିବା ଉଚିତ୍‌

ଭୁବନେଶ୍ୱର: ବାବାଙ୍କୁ ମନ୍ଦିରରେ ଓ ଘରେ ପୂଜା କରିଯିବା ଭିତରେ ବହୁତ ଫରକ ଅଛି । ଘରେ ଯେଉଁ ପୂଜା ବା କ୍ଷୁଦ୍ର ବିଗ୍ରହ ପୂଜା କରାଯାଏ ତା’ର ପ୍ରାଣ ପ୍ରତିଷ୍ଠାକରାଯାଇ ନଥାଏ । ତେଣୁ ପଞ୍ଚୋପଚାର ପଦ୍ଧତିରୁ ଯେକୌଣସି ଗୋଟିଏ ପଦ୍ଧତିରେ ବାବାଙ୍କର ପୂଜାର୍ଚ୍ଚନା କରାଯାଇପାରେ । ମନ୍ଦିରରେ…

ବାବାଙ୍କ କାର୍ଯ୍ୟ କଲାବେଳେ ବହୁ ପ୍ରତିବନ୍ଧକ ଆସେ କାହିଁକି ?

ଭୁବନେଶ୍ୱର: ଠିକ କଥା । ଅନେକ ଭକ୍ତ କୁହନ୍ତି ବାବାଙ୍କ କାର୍ଯ୍ୟ କଲାବେଳେ ବହୁ ବାଧାବିଘ୍ନ ଆସିଥାଏ । ଯେତେବେଳେ ବାବାଙ୍କ କାର୍ଯ୍ୟ କରିବ, ତମ ହାତକୁ ଅଧିକ କାମ ଆସିବ । ସେସବୁକୁ ଗୁଣାତ୍ମକ ଭାବେ ମଧ୍ୟ ଉନ୍ନତ ହୋଇଥିଲେ । ଏପରି ସ୍ଥଳେ ବହୁ ବାଧା ବିଘ୍ନ ମଧ୍ୟ ଆସିଥାଏ । ତେବେ ସେସବୁ…