Odia News Portal
Browsing Tag

Sambalpur news

ସମ୍ବଲପୁରରେ ଜଳଯୋଗାଣର ଶୁଦ୍ଧତା ନେଇ ପ୍ରଶ୍ନ: ସତର୍କ ନ ହେଲେ ୨୦୧୪ ଭଳି ଜଣ୍ଡିସ୍‌

ସମ୍ବଲପୁର ଏସ୍‌ଏମ୍‌ସି ଅନ୍ତର୍ଗତ ମହାବୀରପଡ଼ା, ଧନୁପାଲି ଓ ମାନେଶ୍ବର ବଜାର ଅଞ୍ଚଳରେ ଅଶୋଧିତ ଜଳଯୋଗାଣ ନେଇ ୱାଟ୍‌କୋର ସାଧାରଣ ପ୍ରବନ୍ଧକଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି ସମ୍ବଲପୁର ମୁଖ୍ୟ ଜିଲ୍ଲା ମେଡିକାଲ ଏବଂ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ (ଏଡିଏଚ୍‌ଓ) ଡାକ୍ତର ଅଶୋକ…

ନିୟମ ଭାଙ୍ଗି ୧୦ ହଜାର ଗଣିଲେ

ସମ୍ବଲପୁର : ଏକ ବିବାହ ଉତ୍ସବ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ଆଣାଯାଇଥିଲା। ହେଲେ ପ୍ରଶାସନ କୋଭିଡ ଗାଇଡଲାଇନ ଅନୁଯାୟୀ, ବିବାହ ଉତ୍ସବରେ ୫୦ ଜଣଙ୍କୁ ଏକାଠି ହେବାକୁ ଅନୁମତି ଦେଇଥିଲା। କିନ୍ତୁ ଉକ୍ତ ପରିବାର ଏହି ନିୟମକୁ ଖାତିର କରିନଥିଲେ। ବିବାହ ଉତ୍ସବକୁ ୫୦ରୁ ଅଧିକ