Odia News Portal
Browsing Tag

school

ଖୋଲିବନି ସ୍କୁଲ, ମଲ ଏବଂ ଯାତ୍ରା

ଭୁବନେଶ୍ୱର: ଆସିଲା ନୂଆ ଗାଇଡଲାଇନ । ଏଥରକ ମଧ୍ୟ ସ୍କୁଲ ଖୋଲିବା ଉପରେ ରୋକ ଲଗାଯାଇଛି । ତେବେ କୋଚିଂ ସେଣ୍ଟର ମଧ୍ୟ ଖୋଲାଯିବ ନାହିଁ । ସେପଟେ ପୂର୍ବଭଳି ବଡ଼ ବଡ଼ ମଲ ଉପରେ ମଧ୍ୟ କଟକଣା ଲଗଯାଇଛି । ଫିଲ୍ମ ସୁଟିଂ ଲାଗି ଅନୁମତି ମିଳିଛି । ଇନଡୋର ଏବଂ ଆଉଟ ଡୋର ସୁଟିଂକୁ ଅନୁମତି ମିଳିଥିବା…

ଭୁବନେଶ୍ୱରରେ ପହଞ୍ଚିଲା ବିଜୟ ସାହୁଙ୍କ ମରଶରୀର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲା ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ବିଜୟ ସାହୁଙ୍କ ମରଶରୀର । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ ବିଜୟ । ଆଜି…

ବଦଳିଲା ସ୍କୁଲ ଖୋଲିବା ନିର୍ଦ୍ଦେଶ

ଭୁବନେଶ୍ୱର()  ବଦଳିଲା ସ୍କୁଲ ଖୋଲିବା ନିର୍ଦ୍ଦେଶ । ନଭେମ୍ବର ୧୫ପରେ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ ସ୍କୁଲ ଓ ଗଣଶିକ୍ଷା ବିଭାଗ । ନଭେମ୍ବର ୩୦ ଯାଏଁ ସ୍କୁଲ ବନ୍ଦ ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାନି ନିର୍ଦ୍ଦେଶନାମା…

ସ୍କୁଲ ଫି’ ଛାଡ ମାମଲା ରାୟ ସଂରକ୍ଷିତ

କଟକ() ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ଛାଡ ମାମଲାର ଶୁଣାଣି ଶେଷ ହୋଇଛି । ଏନେଇ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ସରକାରଙ୍କ ପକ୍ଷରୁ କମିଟି ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି । କରୋନା ବେଳେ ୩୦ ପ୍ରତିଶତ ସ୍କୁଲ ଫି’ ଛାଡ କରିବାକୁ ସୁପାରିଶ କରିଥିଲା କମିଟି । କରୋନା ବେଳେ ସ୍କୁଲ…

ଆଜିଠାରୁ ଖୋଲିଲା ସ୍କୁଲ

ଭୁବନେଶ୍ୱର()  କରୋନା କଟକଣା ଭିତରେ ଆଜିଠାରୁ ଖୋଲିଛି ସ୍କୁଲ । କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି । ଏଥିପାଇଁ ନିୟମାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର । ତେବେ କଣ୍ଟେନମେଣ୍ଟ ଜୋନରେ ଥିବା ସ୍କୁଲ ଗୁଡିକୁ ଏଥିରୁ ବାଦ ଦିଆଯାଇଛି । ତେବେ ସ୍କୁଲକୁ ଛାତ୍ରଛାତ୍ରୀ…

୨୧ ସେପ୍ଟେମ୍ବରରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ()  କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦେଶରେ ୨୧ ସେପ୍ଟେମ୍ବରରୁ ସ୍କୁଲ ଖୋଲିବ । କେବଳ ୯ମ, ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ । ଏନେଇ ଏସଓପି ମଧ୍ୟ ଜାରି କରାଯାଇଛି । କରୋନା ଗାଇଡ଼ ଲାଇନ ଅନୁସାରେ ମାସ୍କ ପିନ୍ଧିବା ସହ…

ଭୁବନେଶ୍ୱରର ଏହି ୫ ସ୍କୁଲରେ ହେବ ନମୁନା ସଂଗ୍ରହ

ଭୁବନେଶ୍ୱର() ଏଣିକି ସ୍କୁଲରେ ନମୁନା ସଂଗ୍ରହ କରିବେ ମେଡ଼ିକାଲ୍ ଟିମ୍ । ମେଡ଼ିକାଲ ଟିମ୍ ୫ଟି ସ୍କୁଲରେ ନମୁନା ସଂଗ୍ରହ କରିବେ । ୫ଟି ସ୍କୁଲ ହେଉଛି ଚନ୍ଦ୍ରଶେଖର ପୁର ସରକାରୀ ହାଇସ୍କୁଲ, ସହିଦନଗର ସରକାରୀ ହାଇସ୍କୁଲ, ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ…

ମାର୍ଚ୍ଚ ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ

ଭୁବନେଶ୍ୱର()  କରୋନାକୁ ରାଜ୍ୟ ବିପର୍ୟ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥି ସହ ୩୧ ମାର୍ଚ୍ଚ ଯାଏ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତେବେ ଶିକ୍ଷାନୁଷ୍ଠାନ ବନ୍ଦ ସତ୍ୱେ ପରୀକ୍ଷା ଚାଲୁ ରହିବ । କରୋନା ଲାଗି ସରକାର ୨୦୦ କୋଟି…

ଏଣିକି ଛାତ୍ରଛାତ୍ରୀ ପଢିବେ ସମ୍ବିଧାନର ପାଠ

ଭୁବନେଶ୍ୱର() ନାଗରିକର ମୌଳିକ କର୍ତବ୍ୟ ବିଷୟରେ ସଚେତନ କରିବେ ସରକାର । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପଢାଯିବ ସମ୍ବିଧାନର ପାଠ । ସମ୍ବିଧାନର ୭୦ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ କାର୍ୟ୍ୟକାରୀ କରିବାକୁ ଯାଉଛି ଓଡ଼ିଶା । ଆଇନ ବିଭାଗର କସରତ ପରେ ବିଭିନ୍ନ ବିଭାଗ ଏନେଇ…

ଏଣିକି ସାରା ରାତି ଖୋଲା ରହିବ ସ୍କୁଲ ଘର

ଭୁବନେଶ୍ୱର() ଥଣ୍ଡାକୁ ଦୃଷ୍ଟିରେ ରଖି ସରକାର ସତର୍କ ପଦକ୍ଷେପ ଗ୍ରହଣ କରିଛନ୍ତି। ସବୁ ବ୍ଲକ, ତହସିଲ, ପଞ୍ଚାୟତକୁ ଆଲର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଗରିବ, ବାସହୀନ, ଅସହାୟଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳ, ସ୍କୁଲ, ସର୍ବସାଧାରଣ କୋଠା ଖୋଲା ରଖିବାକୁ କୁହାଯାଇଛି। ଏ ନେଇ…