Odia News Portal
Browsing Tag

shree jagannath temple

ଶ୍ରୀମନ୍ଦିରରେ ପଡ଼ି ବଙ୍ଗୀୟ ପର୍ଯ୍ୟଟକ ଆହତ

ପୁରୀ: ଆଜି ଶ୍ରୀମନ୍ଦିରରେ ଜଣେ ବଙ୍ଗୀୟ ପର୍ଯ୍ୟଟକ ପଡି ଯିବାରୁ ତାଙ୍କ ନାକ ଫାଟିଯାଇଛି |ତେବେ ଏହି ସମୟରେ ପୋଲିସ କର୍ମଚାରୀ ମାନବିକତା ଦେଖାଇଛନ୍ତି | ପୋଲିସ ବିଭାଗର ଜଣେ ହାବିଲଦାର ଏବଂ ଦୁଇଜଣ କନଷ୍ଟେବଳ ରକ୍ତାକ୍ତ ଅବସ୍ଥାରେ ବରିଷ୍ଠ ନାଗରିକ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ…

ଶ୍ରୀମନ୍ଦିରକୁ ସୁବର୍ଣ୍ଣ ଅଳଙ୍କାର ଦାନ

ପୁରୀ: ଆଜି ପବିତ୍ର ବସନ୍ତ ପଞ୍ଚମୀ ତଥା ରଥକାଠ ଅନୁକୂଳ ଅବସରରେ ଶ୍ରୀମନ୍ଦିରକୁ ଜୈନିକ ଦାତା ସୁବର୍ଣ୍ଣ ଅଳଙ୍କାର ଦାନ କରିଛନ୍ତି ।ତେବେ ଏହି ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ରହିଛି, ବଡଠାକୁର ବଳଭଦ୍ରଙ୍କ ୪୦ଟି ଶ୍ରୀମୁଖ ପଦ୍ମ ଏବଂ ୨ଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ…

ଶ୍ରୀମନ୍ଦିରରେ ସେବାୟତ ମାରପିଟ୍

ପୁରୀ : ଶ୍ରୀମନ୍ଦିରରେ ଦୁଇ ସେବାୟତ ହୋଇଛନ୍ତି ମୁହାଁମୁହିଁ | ପୁରୀ ଶ୍ରୀମନ୍ଦିର ଯାତ୍ରୀ ସହାୟକ ଓ ସୁଆର ସେବାୟତ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଏପରିକି ଯାତ୍ରୀ ସହାୟକ ଦାମୋର ଗୋଚ୍ଛିକାର ଓ ସୁଆର ସେବାୟତଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଛି । ସାମାନ୍ୟ ବଚସାରୁ ଯାତ୍ରୀ…

ଫଟୋ ଭାଇରଲ ଘଟଣାର ତଦନ୍ତ ନିର୍ଦ୍ଦେଶ

ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ଭାଇରଲ ଘଟଣାର ହେବ କଡା ତଦନ୍ତ । ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ | ପୁଣି ଶ୍ରୀମନ୍ଦିର ଭିତରର ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେବାପରେ ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଛି ବଡ଼ ପ୍ରଶ୍ନ | ସୋସିଆଲ୍‌ ମିଡିଆରେ ମନ୍ଦିରର ଫଟୋ ଛଡ଼ା…

ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି

ପୁରୀ: ଆଜି ପବିତ୍ର ପୌଷ ପୁର୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ସମ୍ପାଦନ କରାଯିବ । ଭକ୍ତଙ୍କୁ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ରତ୍ନ ସିଂହାସନରେ ଦର୍ଶନ ଦେବେ।ତେବେ ଏହି ନୀତି ନିମନ୍ତେ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ…

ଶ୍ରୀମନ୍ଦିର ସେବାୟତଙ୍କ କରୋନା ଟେଷ୍ଟ

ପୁରୀ: ଆଜି ସେବାୟତଙ୍କର ହେବ କରୋନା ଟେଷ୍ଟ। ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଭିନ୍ନ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ହୋଇଛି। ସକାଳ ୧୦ଟାରୁ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି । ଟିକାକରଣ ପାଇଁ ବ୍ୟାପକ…

ଭକ୍ତଙ୍କ ପାଇଁ ସହଜ ହେଲା ଜଗା ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ସହଜ ହେଲା ଜଗା ଦର୍ଶନ। ଦିନକର କଟକଣା ପରେ ଆଜିଠୁ ପୁଣି ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତି କରିଛନ୍ତି ଦର୍ଶନାର୍ଥୀ। ସେପଟେ କରୋନା ନେଗେଟିଭ୍‌ ପ୍ରମାଣପତ୍ର ଦାଖଲ ହଟାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ବଡ ପଦକ୍ଷେପ ନିଆଯାଇଛି।ବଡ଼ଦାଣ୍ଡରେ…