Odia News Portal
Browsing Tag

Shutdown

ପାର୍ବଣ ଋତୁରେ ବଳବତ୍ତର ରହିବ କୋଭିଡ କଟକଣା,ଉଠିଲା ସପ୍ତାହନ୍ତ ସଟ୍‌ଡାଉନ

ସେପ୍ଟେମ୍ବର୧ ତାରିଖଠାରୁ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ କୋଭିଡ ଗାଇଡଲାଇନ ବଳବତ୍ତର ରଖିଲେ ରାଜ୍ୟ ସରକାର । ରାଜ୍ୟର କୌଣସି ସ୍ଥାନରେ ରହିବନି ସପ୍ତାହନ୍ତ ସଟ୍‌ଡାଉନ । ଏହି ସମୟରେ ସମସ୍ତ ପୌରଞ୍ଚାଳ ମାନଙ୍କରେ ରାତି ୧୦ ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟ ଜାରି…

ସବୁ ରୁଟ୍‌ରେ ଗଡିବ ମୋ ବସ୍‌

ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତ ରୁଟ୍‌ରେ ଗଡ଼ିବ ‘ମୋ ବସ୍‌’। ସକାଳ ୭ଟାରୁ ସନ୍ଧା ୭ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ସପ୍ତାହାନ୍ତ ସଟ୍‌ଡାଉନ୍‌ରେ କେବଳ ରେଳ ଷ୍ଟେସନ୍‌ ଓ ବିମାନ ବନ୍ଦରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରୁଟ୍‌ରେ ମୋ ବସ୍‌ ସେବା ବନ୍ଦ ରହିବ । ବସ୍‌ରେ ଯାତ୍ରା…

୪ ଦିନ ସଟଡାଉନ ଘୋଷଣା

ଦିନକୁ ଦିନକୁ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ ଦିନ ପାଇଁ ସମଗ୍ର ଢେଙ୍କାନାଳ ମୁ୍ୟନିସିପାଲିଟି ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ୨୭ ଓ ୨୮ ତାରିଖରେ ମୁ୍ୟନିସିପାଲିଟି ଅଞ୍ଚଳ ସଟଡାଉନ ରହିବ । ମୁ୍ୟନିସିପାଲିଟି ଅଞ୍ଚଳର ୨୩ଟି…

ସମ୍ବଲପୁରରେ ସଟଡାଉନ ବାତିଲ

ସମ୍ବଲପୁର() ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ଚାରିଆଡ଼େ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । କିନ୍ତୁ ସମ୍ବଲପୁରରେ ଅଗଷ୍ଟ ୧୫ ତାରିଖରେ ସଟଡାଉନ ହେବ ନାହିଁ । ସେହିପରି ନୂଆ ଖାଇ ପାଇଁ ୨୨ ଓ ୨୩…

୩ ଦିନ ସଟଡାଉନ ଘୋଷଣା

ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହିକ୍ରମେ ଆସନ୍ତାକାଲି ଶନିବାର ସକାଳ ୫ଟାରୁ ୧୦ ତାରିଖ ମଧ୍ୟରାତ୍ର ଯାଏଁ ନବରଙ୍ଗପୁର ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲାପାଳ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରୁ ଆଜି ଆଉ ୧୮୩୩…

୪ ଦିନ ପାଇଁ ସଟଡାଉନ ଘୋଷଣା

ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି   ୪ ଦିନ ପାଇଁ  ବଲାଙ୍ଗିର ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି ।  ଆସନ୍ତା ୮ ତାରିଖରୁ ୧୧ ତାରିଖ ଯାଏଁ  ସଟଡାଉନ ଘୋଷଣା କରାଯାଇଛି । ଜିଲ୍ଲାରେ ଦିନକୁ ଦିନକୁ କରୋନା ପଜିଟିଭ ସଂଖ୍ୟା…

୭୨ ଘଣ୍ଟା ସଟଡାଉନ ଘୋଷଣା

୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି ।ଆସନ୍ତାକାଲି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।ଆଜି ଜିଲ୍ଲାରୁ ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ…

ପୁଣି ୪୮ ଘଣ୍ଟା ସଟଡାଉନ ଘୋଷଣା

ଆଜି ମଧ୍ୟରାତ୍ରରୁ ଅଗଷ୍ଟ ୧ ତାରିଖ ମଧ୍ୟରାତ୍ର ଯାଏଁ ୪୮ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି ।କୋରାପୁଟ ଜିଲ୍ଲାକୁ ସଟଡାଉନ କରିଛନ୍ତି ଜିଲ୍ଲାପାଳ ।  ବର୍ଦ୍ଧିତ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।  ଆଜି ୬୬ ଜଣ କରୋନା ଆକ୍ରାନ୍ତ…

ସପ୍ତାହକୁ ୪ ଦିନ ସଟଡାଉନ ଘୋଷଣା

କରୋନା ସଙ୍କଟ ପାଇଁ ଏଣିକି ୪ ଦିନିଆ ସଟଡାଉନ ଲାଗୁ ହେବ । ଗଜପତି ଜିଲ୍ଲାରେ ସପ୍ତାହକୁ ୪ ଦିନ ସଟଡାଉନ ଓ ୩ ଦିନ ଲକଡାଉନ କରାଯାଇଛି । ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଜିଲ୍ଲାପାଳ ସଟଡାଉନ ନିର୍ଦ୍ଦେଶ ଦେଇଥିବାବେଳେ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ଲକଡାଉନ କଟକଣା ଯଥାପୂର୍ବ ରହିବ।…

ରାୟଗଡା ଜିଲ୍ଲା ସପ୍ତାହେ ସଟ୍ ଡାଉନ୍

ରାୟଗଡା()   ସପ୍ତାହେ ପାଇଁ ରାୟଗଡା ଜିଲ୍ଲା ସଟ୍ ଡାଉନ୍ । ଆଉ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲିଠାରୁ ଏହି ସଟ୍ ଡାଉନ୍ କାର୍ଯ୍ୟକାରୀ ହେବ । ସଟ୍ ଡାଉନ୍ ନିୟମ ମାନିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।୯୬ ଚିହ୍ନଟଙ୍କୁ…