Odia News Portal
Browsing Tag

sonia gandhi

ଆଜି ସୋନିଆଙ୍କୁ ଭେଟିବେ ଆଜାଦ, ଜି-୨୩ର ପ୍ରସ୍ତାବ ଦେବେ

ଗୁଲାମ ନବୀ ଆଜାଦ ଆଜି ତାଙ୍କ ବାସଭବନରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବେ। ସୋନିଆଙ୍କ ସହ ଆଜାଦ ଅସନ୍ତୁଷ୍ଟ ନେତାଙ୍କ ଗୋଷ୍ଠୀ ଜି-୨୩ର ଏକ ପ୍ରସ୍ତାବ ବିଷୟରେ ଆଲୋଚନା କରିବେ | ଏହି ବୈଠକରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଭଦ୍ରା ମଧ୍ୟ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି।…

ପୁଅ, ଝିଅଙ୍କ ସହ ମାଆଙ୍କ ଇସ୍ତଫାକୁ ଗ୍ରହଣ କଲାନି ଦଳ

ଯେତେ ଯାହା କଲେ ବି କଂଗ୍ରେସର କିଛି ପରିବର୍ତ୍ତନ ହେଉନି । ବରଂ ପ୍ରତିଥର ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପୁରୁଖା ନେତାଙ୍କ ଚିନ୍ତା ବଢାଇ ଦେଇଛି । ନିକଟରେ ଶେଷ ହୋଇଥିବା ପା଼ଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ କେହି ହଜମ କରିପାରୁନାହାଁନ୍ତି…

ସୋନିଆଙ୍କୁ ଭେଟିଲେ ନିରଞ୍ଜନ

ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସୋନିଆଙ୍କ ସହ କେ.ସି ଭେନୁଗୋପାଳଙ୍କୁ ମଧ୍ୟ ଭେଟିଲେ ନିରଞ୍ଜନ। ଦଳୀୟ ସଂଗଠନ ମଜବୁତ ସଂପର୍କରେ ଭେଟି ଆଲୋଚନା କରିଥିବାର ସେ କହିଛନ୍ତି ।

ମୋଦିଙ୍କ ଇସାରାରେ ହୋଇଛି ଜେଏନ୍ୟୁ ହିଂସା

ନୂଆଦିଲ୍ଲୀ()  ଜେଏନ୍ୟୁ ହିଂସା ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଶ୍ୱବିଦ୍ୟାଳୟରେ ହୋଇଥିବା ହିଂସା କାଣ୍ଡ ମୋଦି ସରକାରଙ୍କ ଇସାରାରେ ହିଁ ହୋଇଛି। ଗୁଣ୍ଡାଙ୍କ ଦ୍ୱାରା ମାଡ଼ପିଟି କରି…