Odia News Portal

ସୋନିଆଙ୍କୁ ଭେଟିଲେ ନିରଞ୍ଜନ

ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସୋନିଆଙ୍କ ସହ କେ.ସି ଭେନୁଗୋପାଳଙ୍କୁ ମଧ୍ୟ ଭେଟିଲେ ନିରଞ୍ଜନ। ଦଳୀୟ ସଂଗଠନ ମଜବୁତ ସଂପର୍କରେ ଭେଟି ଆଲୋଚନା କରିଥିବାର ସେ କହିଛନ୍ତି ।