Odia News Portal
Browsing Tag

south news

ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ସାଉଥର ସୁପରଷ୍ଟାର

ସାଉଥର ନାମିଦାମି ସୁପରଷ୍ଟାର ପବନ କଲ୍ୟାଣ, ଯାହାଙ୍କ ପାଇଁ ସାଉଥ୍ ତ ସାଉଥ୍ ଓଡିଆ ଫ୍ୟାନ୍ସମାନଙ୍କ ମଧ୍ୟରେ ବି ରହିଛି ଜବରଦସ୍ତ କ୍ରେଜ। ରୋମାନ୍ସ ଠାରୁ ଆରମ୍ଭ ଆକ୍ସନ ସବୁ ଫିଲ୍ମରେ ତାଙ୍କ ଅଭିନୟ ନିଆରା। କେବଳ ସେତିକି ନୁହେଁ ଫ୍ୟାନ୍ସମାନଙ୍କ ସହ ମଧ୍ୟ ତାଙ୍କର ରହିଛି ଘନିଷ୍ଠ ସମ୍ପର୍କ।…