Odia News Portal
Browsing Tag

sports

ଟି-୨୦ ବିଶ୍ୱକପ ଲାଗି ଘୋଷଣା ହେଲାଭାରତୀୟ ଦଳ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଲାଗି ଘୋଷଣା ହେଲାଭାରତୀୟ ଦଳ । ଦଳରେ ବହୁ ଯୁବ ଓ ଅଭିଜ୍ଞ ଖେଳାଳୀଙ୍କୁ ସ୍ଥାନ ଦିଆଯାଇଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଚୟନ ସମିତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦଳର ମାର୍ଗଦର୍ଶକ (ମେଣ୍ଟର) ଭାବେ ନିଯୁକ୍ତ କରିଛି।…

ଧୋନୀଙ୍କୁ ଗୁରୁ ଦାୟିତ୍ୱ ଦେଲା ବିସିସିଆଇ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ରସିଂ ଧୋନୀଙ୍କୁ ଗୁରୁ ଦାୟିତ୍ୱ ଦେଇଛି ବିସିସିଆଇ । ଟି-୨୦ ବିଶ୍ୱକପ ଲାଗି ଘୋଷଣା ହୋଇଛି ଭାରତୀୟ ଦଳ । ବିଶ୍ୱକପ ଜିତିବା ଲାଗି ଭାରତ ଫୁଲ୍ ଦମରେ ରହିଛି । ଏଣୁ ଧୋନୀଙ୍କୁ ସ-୨୦ ବିଶ୍ୱକପ ଲାଗି ମେଣ୍ଟରଭାବେ ଘୋଷଣା କରିଛି । ଧୋନୀଙ୍କ…

ଟି-୨୦ ବିଶ୍ୱକପ ଲାଗି ୧୫ ଜଣିଆଁ ଟିମ୍ ବାଛିଲେ ଗାଭାସ୍କର, ଜାଣନ୍ତୁ କାହାକୁ ଦେଲେ ସ୍ଥାନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଯେତିକି ପାଖଉଛି କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ୁଛି । ତେବେ ପ୍ରାୟ ସବୁଦେଶ ନିଜର ବିଶ୍ୱକପ ସ୍କ୍ୱାର୍ଡ ଘୋଷଣା କରିସାରିଲେଣି । ତେବେ ଭାରତ ଏଯାବତ ଦଳ ଘୋଷଣା କରିନାହିଁ । ଏବେ ଭାରତୀୟ ଦଳରେ ବହୁ ଷ୍ଟାର ଖେଳାଳୀ ରହିଛନ୍ତି । ସମସ୍ତେ ଫର୍ମରେ…

ଆଇପିଏଲ ନିଲାମୀ ତାଲିକାରେ କଟକ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ଲାଗି ଖୁସ ଖବର । ଆଇପିଏଲ ଫ୍ରାଞ୍ଚାଇଚ ନିଲାମୀ ସାମିଲ ହେବ କଟକ । ଯାହାକି ଆଇପିଏଲ ଇତିହାସରେ ପ୍ରଥମ । ବ୍ୟବସାୟ ଦୃଷ୍ଟିରୁ ଆଇପିଏଲରେ ଆଉ ୨ଟି ଟିମ୍ ବଢ଼ାଯିବ । ତେବେ ଏହି ତାଲିକାରେ ୬ଟି ସହର ରହିଛି । ଯେଉଁଥିରେ ରହିଛି କଟକ ସହରର ନାମ । ତେବେ ଏହି ୬ ସହର…

କାହା ସପକ୍ଷରେ ଯିବ ଚତୁର୍ଥ ଟେଷ୍ଟ

ଓଭାଲ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟର ଆଜି ହେଉଛି ଅନ୍ତିମ ଦିନ । ଶେଷ ଦିନରେ କାହା ସପକ୍ଷରେ ମ୍ୟାଚ ଯିବ ତାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁକ୍ତି । ପଞ୍ଚମ ଦିନରେ ଇଂଲଣ୍ଡକୁ ଜିତିବା ଲାଗି ୨୯୧ ଆବଶ୍ୟକ ହେଉଛି । ତେବେ ଦଳର କୌଣସି ୱିକେଟ…

ଭିନୁ ମଙ୍କଡ଼ ଅଣ୍ଡର-୧୯ ଟ୍ରଫି ଲାଗି ଦଳ ଘୋଷଣା କଲା ଓଡ଼ିଶା

କଟକ:୨୦୨୧-୨୨ ଭିନୁ ମଙ୍କଡ ଟ୍ରଫି ପାଇଁ ଦଳ ଘୋଷଣା କଲା ଓଡ଼ିଶା କ୍ରିକେଟ ଆସୋସିଏସନ୍। ୨୮ ତାରିଖରୁ ଆରମ୍ଭ ହେବ ଏହି ଘରୋଇ କ୍ରିକେଟ ମହାକୁମ୍ଭ। ଏଥିପାଇଁ ୨୨ ଜଣିଆ ଟିମ୍‌ ଘୋଷଣା କରିଛି ଓସିଏ। ସୂର୍ଯ୍ୟ ମହାପାତ୍ରଙ୍କୁ ଦଳରା ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଆଶୀର୍ବାଦ ସ୍ବାଇଁଙ୍କୁ…

ଭାରତର ବ୍ୟାଟିଂ ବିପର୍ଯ୍ୟୟ

ଓଭାଲ: ଚତୁର୍ଥ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ୪୩ ରନରେ ଭାରତ ୩ଟି ୱିକେଟ ହରାଇ ସାରିଲାଣି । ଦୁଇ ଓପନର ବ୍ୟାଟ୍ସମ୍ୟାନ ରୋହିତ, ରାହୁଲ ଏବଂ ଚେତେଶ୍ୱର ପୂଜାରା ଆଉଟ ହୋଇ ପାଭିଲିୟନଫେରିଛନ୍ତି । ଏବେ ବିରାଟ କୋହଲି ଏବଂ ଜାଡେଜା ଏବେ ବ୍ୟାଟିଂ ଜାରି ରଖିଛନ୍ତି । ତେବେ ଭାରତ ବଡ଼…

ସରିଲା ପ୍ରେସମିଟ୍, ଏମିତି କହିଲେ ଦୂତୀ

ଭୁବନେଶ୍ୱର: ଟୋକିଓ ଅଲମ୍ପିକରୁ ଫେରିବା ପରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ସାମ୍ବାଦିକ ସମିଳନୀ । ଦୂତୀ ଚାନ୍ଦ, ଦୂତୀଙ୍କ କୋଚ ଶିବ ପ୍ରସାଦ ମିଶ୍ର , ଦୂତୀଙ୍କ ଲିଗାଲ ଆଡ଼ଭାଇଜର ଉପସ୍ଥିତ । ଦୂତୀଙ୍କ ଅଲମ୍ପିକରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କିଛିଟା ଗଣମାଧ୍ୟମରେ ତାଙ୍କ ପରିବାରକୁ ନେଇ…

ଚତୁର୍ଥ ଟେଷ୍ଟ: ଟସ୍ ଜିତିଲା ଇଂଲଣ୍ଡ, ବ୍ୟାଟିଂ କରିବ ଭାରତ

ଓଭାଲ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଚତୁର୍ଥ ଟେଷ୍ଟ । ଘରୋଇ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି । ତେବେ ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ବଡ଼ ସ୍କୋର କରିବ ବୋଲି ଆଶା ରଖିଛନ୍ତି ପ୍ରଂଶସକ । ତେବେ ତୃତୀୟ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ବିପର୍ଯୟର…

ଆଜିଠୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ

ଓଭାଲ: ଆଜିଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟେଷ୍ଟ । ୫ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚଟି ବର୍ଷା ଲାଗି ଡ୍ର ରହିଥିବା ବେଳେ ଦ୍ୱିତୀୟ ମ୍ୟାଚଟି ଭାରତ ଜିତିଥିଲା । ତେବେ ତୃତୀୟ ମ୍ୟାଚରେ ନୈରାଶ୍ୟଜନକ ବ୍ୟାଟିଂ ଲାଗି ଭାରତକୁ ପରାଜୟ ବରଣ…