Odia News Portal
Browsing Tag

sports

ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ପାଇଁ କମେଣ୍ଟ୍ରି ଟିମ୍ ଘୋଷଣା

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଆଉ କେଇ ଦିନ ବାକି ରହିଛି। ମୁକାବିଲା ପାଇଁ ସମସ୍ତ ଦଳ ଝାଳବୁହା ଅଭ୍ୟାସ୍ ଚଳାଇଛନ୍ତି। ଏହା ମଧ୍ୟରେ ଷ୍ଟାର ସ୍ପୋର୍ଟ୍ସ ବିଶ୍ଵର ସବୁଠୁ ବଡ ଟି-୨୦ କ୍ରିକେଟ୍ ଲିଗ୍‌ ଆଇପିଏଲ ପାଇଁ ଭାଷ୍ୟକାରଙ୍କ ତାଲିକା…

ଟି-୨୦ ବିଶ୍ୱକପ ଲାଗି ଘୋଷଣା ହେଲା ଶ୍ରୀଲଙ୍କା ଟିମ୍

କଲମ୍ବୋ: ଟି-୨୦ ବିଶ୍ୱକପ ଲାଗି ସବୁ ଦେଶ ନିଜ ନିଜର ଦଳ ଘୋଷଣା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କା ୧୫ ଜଣିଅାଁ ଦଳ ଘୋଷଣା କରିଛି । ଦଶୁନ ଶନାକାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହା ବ୍ୟତୀତ ଧନଞ୍ଜୟ ଡି ସିଲଭାଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି । ଶ୍ରୀଲଙ୍କା ୨୦୧୪ରେ…

ଆଇପିଏଲରୁ ଓହରିଲେ ୩ ଇଂଲଣ୍ଡ ଖେଳାଳୀ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ବାକି ମ୍ୟାଚ୍ । ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଆଇପିଏଲରୁ ଓହରିଛନ୍ତି ୩ ଇଂଲଣ୍ଡ ଖେଳାଳୀ । ତେବେ ଶେଷ ଟେଷ୍ଟ ବାତିଲ ହେବାପରେ ଏମାନେ ଆଇପିଏଲରୁ ଓହରିଥିବା ଚର୍ଚ୍ଚା ହେଉଛି । ଟି-୨୦ ବିଶ୍ୱକପ ପାଖେଇ ଆସୁଥିବାବେଳେ…

ଆଫଗାନିସ୍ତାନର ଅଧିନାୟକ ପଦ ଛାଡ଼ିଲେ ରସିଦ୍ ଖାନ୍, ଜାଣନ୍ତୁ କଣ ରହିଛି କାରଣ

କାବୁଲ: ଆଫଗାନିସ୍ତାର ଷ୍ଟାର ଖେଳାଳୀ ରସିଦ ଖାନ ଅଧିନାୟକ ପଦ ଛାଡ଼ିଛନ୍ତି । ଟି-୨୦ ବିଶ୍ୱକପ ଲାଗି ଦଳ ଘୋଷଣା ହେବା ପରେ ସେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଆଫ୍ଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ତାଙ୍କ ସହ କୌଣସି ପରାମର୍ଶ ନକରି ଦଳ ଘୋଷଣା କରିଥିବାରୁ ରସିଦ୍ ଅସନ୍ତୁଷ୍ଟ…

ଓଡ଼ିଶାରେ ପହଞ୍ଚିଲେ ପ୍ରମୋଦ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ପାରାଲିମ୍ପିଆନ ପ୍ରମୋଦ ଭଗତ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ନିକଟରେ ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ହୋଇଥିବା ପାରାଲିମ୍ପିକ୍ସରେ ଭାରତ ପକ୍ଷରୁ ସ୍ୱର୍ଣ୍ଣ ପଦକ ଜିତିଥିଲେ ଓଡ଼ିଆ ପୁଅ ପ୍ରମୋଦ…

ଆଜି ନୁହେଁ ଆସନ୍ତାକାଲି ଖେଳାଯିବ ଅନ୍ତିମ ଟେଷ୍ଟ

ମାଞ୍ଚେଷ୍ଟର: ବନ୍ଦ ରହିଲା ମାଞ୍ଚେଷ୍ଟର ଟେଷ୍ଟ । ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ପଞ୍ଚମ ଟେଷ୍ଟ ଆଜି ଖେଳାଯିବାକୁ ଥିଲା । ତେବେ ଉଭୟ ଦଳରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗୋଟିଏ ଦିନ ଲାଗି ଘୁଞ୍ଚାଯାଇଛି ମ୍ୟାଚ୍ । ସଦ୍ୟ ସୂଚନା ମୁତାବକ ଆସନ୍ତାକଲିଠାରୁ ଆରମ୍ଭ ହେବ ମ୍ୟାଚ୍ । …

ଆସୁଛି ଦାଦାଙ୍କ ବାୟୋପିକ୍

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷଙ୍କ ବାୟୋପିକ୍ ପ୍ରସ୍ତୁତ ହେଉଛି । ଏବେ ବଲିଉଡରେ ବାୟୋପିକ୍ ଫିଲ୍ମ ଅଧିକ ଲୋକପ୍ରିୟତା ଅର୍ଜନ କରୁଛି । ଯାହାକୁ ନେଇ ଅଧିକ ବାୟୋପିକ୍ ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ପ୍ରଯୋଜକ । ତେନ୍ଦୁଲକର ଓ ଧୋନିଙ୍କ…

ଆଜିଠୁ ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ

ମାଞ୍ଚେଷ୍ଟର: ଆଜିଠୁ ଭାରତ ଓ ଇଲଣ୍ଡ ମଧ୍ୟରେ ଖେଳାଯିବ ପଞ୍ଚମ ତଥା ଅନ୍ତିମ ଟେଷ୍ଟ । ମାଞ୍ଚେଷ୍ଟରରେ ଶେଷ ମ୍ୟାଚ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ତେବେ ଭାରତ ଶେଷ ମ୍ୟାଚକୁ ଡ୍ର ରଖିବା କିମ୍ବା ଜିତିବା ଲାଗି ଚେଷ୍ଟା କରିବ । …

ରବି ଶାସ୍ତ୍ରୀଙ୍କ ପରେ ଭାରତୀୟ କ୍ରିକେଟ ଟିମର ଆଉ ଜଣେ ସପୋର୍ଟ ଷ୍ଟାଫ କରୋନା ପଜିଟିଭ୍

ଓଭାଲ: ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ରବି ଶାସ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସପୋର୍ଟିଂ ଷ୍ଟାଫ ଯୋଗେଶ ପରମାର କରୋନା ସଂକ୍ରମିତ ହୋଇଥିବା ଏଏନଆଇରେ ଖବର ପ୍ରକାଶ ପାଇଛି । ମାଂଚେଷ୍ଟରରେ ଭାରତୀୟ ଦଳର ଟ୍ରେନିଂ ସେଶନକୁ ବାତିଲ କରି ଦିଆଯାଇଛି । ଅନ୍ୟ ସଦସ୍ୟମାନଙ୍କ କରୋନା…

ଟି-୨୦ ବିଶ୍ୱକପ ଲାଗି ଦଳ ଘୋଷଣା କଲା ଇଂଲଣ୍ଡ

ଲର୍ଡସ: ପାଖେଇ ଆସୁଛି ଟି-୨୦ ବିଶ୍ୱକପ । ସମସ୍ତ ଦେଶ ନିଜ ନିଜର ଦଳ ଘୋଷଣା କରୁଛନ୍ତି । ଏହାରି ଭିତରେ ଆଜି ନିଜର ଦଳ ଘୋଷଣା କରିଛି ଇଂଲଣ୍ଡ । ୧୫ ଜଣିଆଁ ଦଳ ଘୋଷଣା କରାଯାଇଛି । ଦଳରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳୀଙ୍କୁ ସ୍ଥାନ ଦିଆଯାଇଛି । ତେବେ ନଜର ପକାନ୍ତୁ କାହାକୁ ମିଳିଛି ସ୍ଥାନ । …