Odia News Portal
Browsing Tag

src

ସବୁଜ ବାଣ ଉପରେ ନିଷ୍ପତ୍ତି ନେବେ ଏସ୍‌ଆର୍‌ସି

କଟକ : ଦୀପାବଳିରେ ବାଣ ଫୁଟାଇବାକୁ ନେଇ ହାଇକୋର୍ଟରେ ସବୁଜ ବାଣକୁ ଅନୁମତି ସମ୍ପର୍କିତ ମାମଲା ପ୍ରସଙ୍ଗରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶାବଳୀ ଆଧାରରେ ଏସ୍‌ଆର୍‌ସି ନିଷ୍ପତ୍ତି ନେବେ। କୋଭିଡ୍‌…

୫ଦିନ ମଧ୍ୟରେ କ୍ଷୟକ୍ଷତି ହିସାବ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ୱର: ବର୍ତ୍ତମାନ ବାତ୍ୟାର କେନ୍ଦ୍ରବିନ୍ଦୁ ମାଲକାନଗିରି ଜିଲ୍ଲାରେ ରହିଛି । ୨ ରୁ ୩ ଘଣ୍ଟା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଅତିକ୍ରମ କରିବ । ତେବେ ପବନରବେଗ କେଉଁଠି ବି ଅଧିକ ହୋଇନାହିଁ । ଗଜପତି ଓ କୋରାପୁଟରେ କେବଳ ଦୁଇଟି ତିନୋଟି ସ୍ଥାନରେ ମାଟି ଅତଡ଼ା ଖାସିଥିଲା ।…

ବାତ୍ୟା ପରିସ୍ଥିତି ନେଇ ଏମିତି କହିଲେ ଏସଆରସି

ଭୁବନେଶ୍ୱର: ଆସୁଛି ବାତ୍ୟା । ସବୁଠି ଚର୍ଚ୍ଚା । ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ପ୍ରଦୀପ ଜେନା ପ୍ରେସ ମିଟ୍ କରି ସୂଚନା ଦେଇଛନ୍ତି ଯେ, ଆଗାମୀ ୬ ଘଣ୍ଟାରେ ବାତ୍ୟାରେ ପରିଣତ ହେବ ଗଭୀର ଅବପାତ । କାଲି ସଂଧ୍ୟାରେ ଗୋପାଳପୁର-ବିଶାଖାପାଟଣା ମଧ୍ୟରେ ଥିବା କଳିଙ୍ଗପାଟନମରେ ସ୍ଥଳଭାଗ…

ଶନିବାର ରାତିରେ ବନ୍ୟା!

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିଛି । ଚାରିଆଡେ଼ ଖାଲି ପାଣି ପାଣି । ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ସମ୍ଭାବ୍ୟ ବନ୍ୟା ସମ୍ପର୍କରେ ଏସଆରସି ପ୍ରଦୀପ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ…

ପାର୍ବଣ କଟକଣା ଘୋଷଣା କଲେ SRC

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ କରୁଛନ୍ତି ଏସଆରସି । ପାର୍ବଣ ଲାଗି ଘୋଷଣା କରୁଛନ୍ତି କଟକଣା । କୋଭିଡ ଗାଇଡଲାଇନ ନେଇ ଘୋଷଣା କରୁଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ପାର୍ବଣ ସମୟରେ କରୋନା କଟକଣାକୁ ମାନିବା, କୋଭିଡ କଟକଣା ମାନି ନୂଆଁଖାଇ ପାଳନ କରିବା ଲାଗି ସୂଚନା ଦେଇଛନ୍ତି…

ପ୍ରବଳ ବର୍ଷା ନେଇ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ୧୪ ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ବନ୍ୟା କଥା ବୁଝୁଥିବା ସବୁ ଅଫିସ ୨୪ ଘଣ୍ଟା ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଣି ଜମିବା ସହ ବିଭିନ୍ନ…

୧୧୦୦ କୋଟି ଟଙ୍କା ସହାୟତା ଯୋଗାଇବା ପାଇଁ ଦାବି

ଭୁବନେଶ୍ୱର()  କେନ୍ଦ୍ରୀୟ ଟିମ୍‌କୁ ସହାୟତା ପ୍ରଦାନ ଲାଗି ଦାବି ଜଣାଇଲା ରାଜ୍ୟ । ୧୧୦୦ କୋଟି ଟଙ୍କା ସହାୟତା ଯୋଗାଇବା ପାଇଁ ଦାବି ଜଣାଇଲା ରାଜ୍ୟ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ୩ ବନ୍ୟା ପ୍ରଭାବିତ  ଜିଲ୍ଲା ବୁଲି ସ୍ଥିତି ସମୀକ୍ଷା କରିଥିଲା କେନ୍ଦ୍ରୀୟ ଟିମ୍ । ଏହାପରେ ଗୁରୁବାର…

ଟ୍ୱିନସିଟିବାସୀଙ୍କୁ ବୁଧବାର ପର୍ଯ୍ୟନ୍ତ ସମୟ

ଭୁବନେଶ୍ୱର() କଟକ ଓ ଭୁବନେଶ୍ୱରରେ କରୋନା ସ୍ଥିତି ଅଧିକ ସଂଗୀନ ହେଉଛି । ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଟ୍ୱିନସିଟିର ତୃଣମୂଳ ସ୍ତରରେ ଅନୁଧ୍ୟାନ କରି ଏଭଳି ରିପୋର୍ଟ ଦେଇଛନ୍ତି । ଏହାସହ ଭିଡ ଭିତରେ କେମିତି ଲୋକେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଅଣ ଦେଖା କରୁଛନ୍ତି…

ଜୀବନ ସହ ଜୀବିକାର ସନ୍ତୁଳନ ଜରୁରୀ

ଭୁବନେଶ୍ୱର() କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦିଆଯାଇଥିବା ସୂଚନା ଅନୁସାରେ ଏବେ ଦିନକୁ ପ୍ରାୟ ରାଜ୍ୟରେ ପ୍ରାୟ ୩୫୦୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏବେ ଦିନକୁ ୬୦ରୁ ୬୫ହଜାର ନମୁନା ପରୀକ୍ଷା କରାଯାଉଛି । କରୋନା ପାଇଁ କୌଣସି ପ୍ରକାର ଟିକା…

କ୍ଷତିଗ୍ରସ୍ତଙ୍କୁ ମିଳିବ ଉପଯୁକ୍ତ କ୍ଷତିପୂରଣ

ଭୁବନେଶ୍ୱର()  ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବା କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଏହାସହ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ହୀରାକୁଦ ଡ଼୍ୟାମର ଗୋଟିଏ ପରେ ଗୋଟିଏ ଗେଟ ଖୋଲା ଯାଉଛି । ଯାହା ଫଳରେ ରାଜ୍ୟର…