Odia News Portal
Browsing Tag

srinagar

ଶ୍ରୀନଗରରେ ଏନକାଉଣ୍ଟର; ୨ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଉପରେ ନିକଟରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ଦୁଇ ଆତଙ୍କବାଦୀ ଆଜି (ରବିବାର) ନିହତ ହୋଇଛନ୍ତି । ସହରରେ ହୋଇଥିବା ଏକ ଏନକାଉଣ୍ଟରରେ ଏମାନେ ପ୍ରାଣ ହରାଇଥିବା ବେଳେ ତିନିଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି ।…

ଶ୍ରୀନଗରରେ କଶ୍ମୀର ପଣ୍ଡିତଙ୍କୁ ପୁଣି ଥରେ ଗୁଳି ମାଡ଼

ପୁଣି ଥରେ ଛାତିଥରା ଆକ୍ରମଣ ହୋଇଛି ଜଣେ କଶ୍ମୀର ପଣ୍ଡିତଙ୍କ ଉପରେ। ଜମ୍ମୁ କଶ୍ମୀରର ଶ୍ରୀନଗରର ମଇସୁମା ବ୍ରିଜ୍ ଅଞ୍ଚଳରେ ଆତଙ୍କବାଦୀର ଗୁଳିରେ ସୋମବାର ଦିନ ଜଣେ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF) ଯବାନ ଶହିଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।ଜମ୍ମୁ କାଶ୍ମୀରର…

୨ ଆତଙ୍କବାଦୀ ସଫା

ଶ୍ରୀନଗର: ସୁରକ୍ଷା ବାହିନୀର ଏନ୍‌କାଉଣ୍ଟରରେ ଗୁରୁବାର ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମୁ କଶ୍ମୀରର କୁଲଗାମରେ ଏନ୍‌କାଉଣ୍ଟର ହୋଇଛି। ଛାୱଲଗାମରେ ୨ରୁ ୩ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀର ଯବାନମାନେ ଘେରିଛନ୍ତି। ସୂଚନା ମିଳିଥିଲା ଯେ, ଏହି ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଡ଼ୋଡା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ମିନି ବସ୍ ଯାଉଥିବା ବେଳେ ଖାଇକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡୋଡା ଚିକିତ୍ସାଳୟରେ…

ଆତଙ୍କୀ ଆକ୍ରମଣରେ ୫ ଯବାନ ଶହୀଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ସୋମବାର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଜେସିଓ(ଜୁନିୟର କମିଶନ୍‌ଡ ଅଫିସର)ଙ୍କ ସମେତ ୫ ଯବାନ ଶହୀଦ ହୋଇଛନ୍ତି। ସୂଚନା ଅନୁସାରେ, ଚମରେର ଜଙ୍ଗଲରେ ସୁରକ୍ଷାବାହିନୀ ଆତଙ୍କବାଦୀ ବିରୋଧୀ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଗୁଳି…

ଶ୍ରୀନଗରର ଏକ ସ୍କୁଲରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼, ପ୍ରିନ୍ସପାଲ ଓ ଶିକ୍ଷକ ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀର ଶ୍ରୀନଗରର ସଫାକଡାଲ ଅଞ୍ଚଳରେ ଥିବା ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତଙ୍କୀ ହମଲା। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସ୍କୁଲ ପ୍ରିନ୍ସପାଲ ଓ ଶିକ୍ଷକ ନିହତ ହୋଇଛନ୍ତି। ସୂଚନାଅନୁସାରେ ଆତଙ୍କବାଦୀମାନେ ସ୍କୁଲରେ ପଶି ଆଖିବୁଜା ଗୁଳିମାଡ କରିଥିଲେ।…

ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ସଫା

ଶ୍ରୀନଗର: ଶନିବାର ପ୍ରତ୍ୟୁଷରେ ଉତ୍ତର କଶ୍ମୀରର ବନ୍ଦୀପୋରା ଜିଲ୍ଲା ଅନ୍ତର୍ଗତ ସୁମଲାରର ଶୋକବାବା ଅଞ୍ଚଳରେ ଏନ୍କାଉଣ୍ଟର୍ କାରଣରୁ ଦୁଇଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ତିନିଜଣ ଯବାନ ଆହତ ହୋଇଛନ୍ତି। ଏବେ ମଧ୍ୟ ସେଠାରେ ଅଭିଯାନ ଚାଲିଥିବା କଥା କଶ୍ମୀର ଜୋନ୍ ପୁଲିସ…