Odia News Portal
Browsing Tag

summer

ଆହୁରି ତିନିଦିନ ତାତିବ ଓଡିଶା

ଶୀତ ଋତୁ ସରିନି କିନ୍ତୁ ସୂର୍ଯ୍ୟଙ୍କ ପ୍ରକୋପ ଆରମ୍ଭ ହୋଇଗଲାଣି । ଦିନ ୧୧ଟାରୁ ଟାଣ ଖରା ଅନୁଭୂତ ହେଲେଣି । ସୂର୍ଯ୍ୟଙ୍କ ପ୍ରକୋପରେ ତାତୁଛି ଓଡିଶା । ଯାହାଫଳରେ ଅସ୍ତଵ୍ୟସ୍ଥ ହୋଇପଡିଲାଣି ଜନଜୀବନ । କଥାରେ ଅଛି ମାଘ ମାସରେ ବାଘ ଭଳି ଶୀତ ହୁଏ । କିନ୍ତୁ ବର୍ତ୍ତମାନ ସମୟରେ ମାଘରେ ବାଘ…

ଆକାଶରୁ ଝରୁଛି ନିଆଁ

୪୬ ଡିଗ୍ରୀ ଆଡ଼କୁ ଓଡ଼ିଶା। ତତଲା କଡ଼େଇରେ ଭାଜି ହେଉଛି ସାରା ରାଜ୍ୟ । ଜଳୁଛି ପଶ୍ଚିମରୁ ଉପକୂଳ । ସବୁଠି ଅସମ୍ଭାଳ ତାତି । ଆଗକୁ ଆହୁରି ବଢିବ ତାପମାତ୍ରା। ୪୪ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ରହିଛି ବଲାଙ୍ଗିର । ୨୭ଟି ସହରରେ ୪୦ ଡିଗ୍ରୀ ଉପରେ ରହିଛି ପାରଦ । ୧୬ ସ୍ଥାନରେ…

୪୦ ଡିଗ୍ରୀ ଉପରେ ୯ ସହର ତାପମାତ୍ରା

ବଢ଼ୁଛି ପାରଦ, ଜଳୁଛି ସହର । ୪୦ ଡିଗ୍ରୀ ଉପରେ ୯ ସହର ତାପମାତ୍ରା । ବଲାଙ୍ଗୀର ଓ ବୌଦ୍ଧରେ ସର୍ବାଧିକ ୪୧.୫ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡାରେ ୪୧.୪ ଡିଗ୍ରୀ ଥିବା ବେଳେ ବାରିପଦା ଓ ଟିଟିଲାଗଡ଼ ୪୧ ଡିଗ୍ରୀ ରହିଛି ପାରଦ । ଅନୁଗୁଳ, ତାଳଚେର ଓ ସମ୍ବଲପୁରରେ ୪୦ ଡିଗ୍ରୀ ରହିଛି…

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ମୁକ୍ତି

ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିବନି ତାତିରୁ ମୁକ୍ତି । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସେହିପରି ତାତି ସାଙ୍ଗକୁ କଲବଲ କରିବ…

ଆହୁରି ୨ ଦିନ ଛଟପଟ କରିବ ଅସହ୍ୟ ତାତି

ସାରା ରାଜ୍ୟରେ ଅଗ୍ନି ବର୍ଷା । ରାଜ୍ୟରେ ତାତି ଆଜି ମଧ୍ୟ ୪୦ ଡିଗ୍ରୀ ସେଲସିୟସ ପାର୍ କରିଛି । ତିନୋଟି ସହର ୪୦ ଉପରେ ରହିଛି । ବଲାଙ୍ଗୀରରେ ସର୍ବାଧିକ ୪୦ ଦଶମିକ ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆହୁରି ଦୁଇ ଦିନ ତାତି ବଢିବ । ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୯…

ମାଡି ଆସୁଛି ତାତି: ମାର୍ଚ୍ଚରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା, ଆଗକୁ ଆହୁରି ବଢ଼ିବ

ମାର୍ଚ୍ଚ ନସୁରୁଣି ବଢିଳାଣି ତାତି। ରାତିରେ ହାଲୁକା ଥଣ୍ଡା ରହୁଥିବା ବେଳେ ସକାଳୁ କୁହୁଡି ବି ରହୁଛି। କିନ୍ତୁ ୯ଟା ପରେ ଆରମ୍ଭ ହୋଇଯାଉଛି ଗରମ। ସେତେ ଲାଗୁଛି ଯେମିତି ଗ୍ରୀଷ୍ମଋତୁ ପ୍ରକୋପ ଏବେଠାରୁ ଦେଖାଦେଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ବଢୁଛି ତାତି । ମାର୍ଚ୍ଚରେ ସ୍ୱାଭାବିକ ଠାରୁ…