Odia News Portal
Browsing Tag

Sura

ପ୍ରଦୀପ ମାଝୀ ଦଳ ଛାଡ଼ିବାକୁ ନେଇ ଏମିତି କହିଲେ ସୁର

ଭୁବନେଶ୍ୱର: ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଦଳ ଛାଡ଼ିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ସୁର ରାଉତରାୟ । ସେ କହିଛନ୍ତି ଯାହାର ମନ ସ୍ଥିର ନାହିଁ ଯାହାର ପାଓ୍ୱାର ଦରକାର ଯାହାର ଟଙ୍କା ଦରକାର ସେମାନେ ଗୋଟିଏ ଦଳରେ ସ୍ଥିର ହୋଇ ରହିପାରିବେ…

ଅନ୍ତର୍ଘାତୀ କାମ ଯୋଗୁଁ ହାରିଲୁ

ଭୁବନେଶ୍ବର()  ରାଜ୍ୟରେ ଦୁଇଟି ଉପନିର୍ବାଚନ ଫଳାଫଳ ଆସିସାରିଛି । ଦୁଇଟି ଯାକ ଆସନରେ ବିଜେଡି ବାଜିମାତ୍ କରିଛି । ଏହି ଦୁଇଟି ଆସନରେ ବିଜେପିକୁ ଦ୍ବିତୀୟ ସ୍ଥାନ ମିଳିଥିବାବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ତେବେ ଉପନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ…

ସୁର ରାଉତରାୟଙ୍କ ସହ କଥା ହେଲା ରୋବୋଟ

ଭୁବନେଶ୍ୱର()  ମାଡାମଙ୍କ ହାତରନ୍ଧା କେଉଁ ଖାଦ୍ୟ ଆପଣଙ୍କୁ ଭଲ ଲାଗେ? ମୋତେ ସନ୍ତୁଳା, ଚୁନା ମାଛ, ଦେଶୀ ଚିକେନ, ମଟନ ଓ ଉଷୁନା ଭାତ ଭଲ ଲାଗେ । ଆପଣ ଲକଡାଉନରେ ମାଡାମଙ୍କୁ ରୋଷେଇରେ ସାହାଯ୍ୟ କରିଥିଲେ କି? ନା । ଆପଣ ନବୀନ ବାବୁଙ୍କୁ ଟିକେ ଆମ ରେସ୍ତୋରାଁକୁ ଆଣି ଖୁଆଇବେ କି? ହଁ ।…

ବିଜେଡି ବାଲେଶ୍ୱରରେ ଟପ କରିବ

ଭୁବନେଶ୍ୱର()  ରାଜ୍ୟର ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ମଙ୍ଗଳବାର ମତ ଦାନ ଶେଷ ହୋଇଛି ।  ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇଯାଇଛି । ଆସନ୍ତା ୧୦ ତାରିଖରେ ଭୋଟ  ଗଣତି କରାଯିବା ପରେ ଫଳାଫଳ ଜଣାପଡ଼ିବ । ତେବେ ଏହା ପୂର୍ବରୁ କେଉଁ ଦଳ ଉଭୟ …

ନେତା ନାଚିଲେ ରାଜ୍ୟର ବିକାଶ ହେବ

ଭୁବନେଶ୍ୱର() ଅପରାଜିତା ଷଡ଼ଙ୍ଗୀଙ୍କ ଜନ୍ମଦିନ ପାର୍ଟିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ସୁର କହିଛନ୍ତି, ଅପରାଜିତା ଜଣେ ଉଚ୍ଚ ଅଫିସର ଥିଲେ, ଦେଖିବାକୁ ସୁନ୍ଦର, ତାଙ୍କ ବ୍ୟବହାର ବି ସୁନ୍ଦର, ସମସ୍ତଙ୍କ ସହିତ ମିଶନ୍ତି। ଯଦି ସେ ନିଜ ଜନ୍ମଦିନରେ…

ଭିଡ଼ିଓ କନଫରେନ୍ସି ଅଧିବେଶନରେ ଯୋଡ଼ି ହେବିନି

ଭୁବନେଶ୍ବର () ୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକ ମୌସୁମୀ ଅଧିବେଶନକୁ ନ ଯିବା ପ୍ରସଙ୍ଗରେ ଚିଠି ଲେଖିଲେ ସୁର। ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିଧାୟକ ସୁରେଶ ରାଉତରାୟ। ବିଧାୟକ ତାଙ୍କ ଚିଠିରେ ଲେଖିଛନ୍ତି ‘କୋଭିଡ ପରୀକ୍ଷା କରି ଗୃହକୁ ଛଡାଯାଉ । ଭିଡ଼ିଓ କନଫରେନ୍ସି ଅଧିବେଶନରେ ଯୋଡ଼ି…

ଜଟଣୀ ବିଧାୟକଙ୍କ କୋଭିଡ ନିୟମ ଉଲ୍ଲଂଘନ

ଭୁବନେଶ୍ୱର()ଓଡ଼ିଶାରେ ପ୍ରତ୍ୟେକ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ପ୍ରଶାସନ ପକ୍ଷରୁ ଜନସାଧାରଣ ସଚେତନ ରହିବା ପାଇଁ ବାରମ୍ବାର ନିବେଦନ କରାଯାଉଛି । ରାଜ୍ୟ ସରକାର, ପୋଲିସ୍ ଓ ସ୍ୱାସ୍ଥ୍ୟ ବିଭାଗ ସମସ୍ତେ କୋଭିଡ ନିୟମ ପାଳନ ଓ ସାମାଜିକ ଦୂରତା ରକ୍ଷା କରିବା…

ଭିଡିଓ କନଫରେନ୍ସ ପ୍ରସଙ୍ଗରେ ସୁରଙ୍କ ଅଭିଯୋଗ

ଭୁବନେଶ୍ୱର()  ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ କନଫରେନ୍ସ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏକ  ବଡ଼ ଅଭିଯୋଗ ଆଣିଛନ୍ତି ।  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାୟକଙ୍କ ସହ ଭିଡିଓ କନଫରେନ୍ସରେ ବୈଠକ କରିଥିଲେ ହେଁ ଏଥିରେ  ବିଧାୟକଙ୍କୁ କହିବାକୁ…

ବିଧାୟକ ସୁର ରାଉତରାୟଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର() କଂଗ୍ରେସ ଭବନରେ ଭୋଜିଭାତ କରିବା ମହଙ୍ଗା ପଡ଼ିଛି । ଭୋଜିଭାତ କରିବା ପ୍ରସଙ୍ଗରେ ଆଜି ବିଧାୟକ ସୁର ରାଉତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କରୋନା ସତର୍କତା ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କଟକଣା ଓ କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କ ବିରୋଧରେ…

ସମ ହସ୍ପିଟାଲ ବିରୋଧରେ ଆଣିଥିବା ଅଭିଯୋଗକୁ ନେଇ ସୁରଙ୍କ ଦୁଃଖ ପ୍ରକାଶ

ଭୁବନେଶ୍ୱର() କରୋନା ମହାମାରୀକୁ ଦୃଢତାର ସହ ରାଜ୍ୟ ସରକାର ମୁକାବିଲା କରୁଛନ୍ତି । ଏଥିରେ ବିଭିନ୍ନ ଘରୋଇ ହସ୍ପିଟାଲ ମଧ୍ୟ ବେଶ ସହଯୋଗ କରୁଛନ୍ତି । ବିଶେଷ କରି ସମ ହସ୍ପିଟାଲ ପ୍ରମୁଖ ଭୂମି୍‌କା ନେଇଛି କରୋନ ମହାମାରୀ ସମୟରେ । ଭୁବନେଶ୍ୱର ୫୨୫ ଶଯ୍ୟା , କେନ୍ଦ୍ରପଡ଼ା, ୧୧୦ ଶଯ୍ୟା. ତାଳଚେର…