Odia News Portal
Browsing Tag

Sushant shing

ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ୮ ସେଲିବ୍ରିଟିଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ମୁଜାଫରପୁର() ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁଜାଫରପୁର ଜିଲ୍ଲା କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟର ନିର୍ଦ୍ଦେଶ ମୁତାବକ, ୮ ଜଣ ଫିଲ୍ମ ସେଲିବ୍ରିଟି ନିଜେ କିମ୍ବା ତାଙ୍କ ଓକିଲଙ୍କ ମାଧ୍ୟମରେ କୋର୍ଟରେ ହାଜର ହେବାକୁ ପଡ଼ିବ ।…

ହତ୍ୟା ସନ୍ଦେହ କଲା AIIMS

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା ହୋଇଛି। ଦିଲ୍ଲୀସ୍ଥିତ ଏମ୍‌ସରେ ଫରେନ୍ସିକ୍‌ ଯାଞ୍ଚ ଟିମ୍‌ର ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ବହୁତ ଜିନିଷ ଅଧା ଅଛି। ଏବେ ହତ୍ୟା ଆଙ୍ଗେଲରୁ ତଦନ୍ତ…

ଖୋଲିଲା ଗୁମର, ଯାଞ୍ଚରେ ପୋଲିସକୁ ମିଛ କହିଥିଲେ ରିୟା, ମହେଶ ଭଟ୍ଟଙ୍କ ସହ ……

ମୁମ୍ବାଇ () ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ନିକଟରେ ସୁପ୍ରିମକୋର୍ଟ ମାମଲାର ଯାଞ୍ଚ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ଏହା ପରେ ସିବିଆଇ ଟିମ୍ ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଛି। ଅଭିନେତାଙ୍କ ମୃତ୍ୟୁ ପରେ ବଲିଉଡ…

ସୁଶାନ୍ତ ମୃତ୍ୟୁର CBI ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ()ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାର ତଦନ୍ତ କରିବ ସିବିଆଇ । ସୁପ୍ରିମକୋର୍ଟରେ ଏନେଇ ଆଗତ ଏକ ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ନିଦେ୍ର୍ଧଶ ଦେଇଛନ୍ତି । ଏନେଇ ଯେଉଁସବୁ ପ୍ରମାଣ ହସ୍ତଗତ ହୋଇଛି ତାହାକୁ ସିବିଆଇକୁ ଦେବା ପାଇଁ ମୁମ୍ବାଇ…

ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କରୋନା

ଭୁବନେଶ୍ୱର() ଗ୍ରାଗ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ କରୋନାରେ ଆକ୍ରାନ୍ତ ହୋଇଥିବା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସିଂହ ଖୋଦ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଉକ୍ତ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ, ‘ ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । କିନ୍ତୁ…

ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ () ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲାର  ତଦନ୍ତ କରିବ ସିବିଆଇ  । ଏହି ମାମଲାର ସିବିଆଇ ତଦନ୍ତ ପାଇଁ ମଙ୍ଗଳବାର ବିହାର ସରକାର ସୁପାରିଶ କରିଥିଲେ । ବିହାର ସରକାରଙ୍କ ଆବେଦନକୁ ଶେଷରେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ।  ଏହି ମାମଲାର ସିବିଆଇ ତଦନ୍ତ ପାଇଁ…

ଆତ୍ମହତ୍ୟା ବେଳେ ସୁଶାନ୍ତଙ୍କ ଆକାଉଣ୍ଟରେ ଥିଲା ଏତିକି ଟଙ୍କା

ରବିବାର ଦିନ ଶୁସାନ୍ତ ସିହଂ ରାଜ ପୁତ ଆତ୍ମହତ୍ୟା କରି ନେଇଛନ୍ତି । ସେ ମୁମ୍ବାଇ ରେ ବେଣ୍ଡ୍ରା ସ୍ଥିତ ନିଜର ବାସଭବନ ରେ ଫାସୀ ଲେଗଇ କରି ଆତ୍ମହତ୍ୟା କରିଛନ୍ତି । ତେବେ ପୋଲିସ ସ୍ପଷ୍ଟ କରିଛି କି ଆର୍ଥିକ ମାନ୍ଦାବସ୍ତା ସୁଶାନ୍ତଙ୍କ ମୃତ୍ୟୁର କାରଣ ନୁହେଁ , କାରଣ ମୃତ୍ୟୁ ପରେ ବି ଏବେ…