ମହାପ୍ରୟାଣ ବଦଳରେ ‘୧୦୯ ନମ୍ବର’ ଯାନ: ସ୍ବାସ୍ଥ୍ୟମନ୍ତ୍ରୀ
ରାଜ୍ୟରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ଙ୍କ ଘୋର ଅଭାବ ସହ ସରକାରୀ ଡାକ୍ତରଖାନାରୁ ଶବ ନେବାକୁ ମହାପ୍ରୟାଣ ଗାଡ଼ି ଉପଲବ୍ଧ ହୋଇପାରୁନି। ଫଳରେ ବହୁ ସମୟରେ ଲୋକେ ଶବକୁ ବାଇକ୍ ଓ କାନ୍ଧରେ ବୋହି ନେଉଥିବାର ଅନେକ ଘଟଣା ସାମନାକୁ ଆସୁଛି। ଏଣୁ ଏହାକୁ ଆଖି ଆଗରେ ରଖି…
