Sign in
Sign in
Recover your password.
A password will be e-mailed to you.
Browsing Tag
swadhikar latest news
ପଶ୍ଚିମ ଓଡ଼ିଶାକୁ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଯୋଗାଇବ ଓଡ଼ିଶା ଔଷଧ ନିଗମ
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଉତ୍କୃଷ୍ଟ କୋଭିଡ୍ ପରିଚାଳନା ନିମନ୍ତେ ଅ।ବଶ୍ୟକ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଓଡ଼ିଶା ଔଷଧ ନିଗମ ଯୋଗାଇବ । ଏ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ନୀତିଗତ ନିଷ୍ପତ୍ତି ନିଅ।ଯାଇଛି । ଯେହେତୁ ରାଜ୍ୟ ସରକାରଙ୍କ ତରଫରୁ ଏହି ନିଗମ!-->…
ଜେଇଇ ଆଡଭାନ୍ସ ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଜେଇଇ ଆଡଭାନ୍ସଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଜେଇଇ ମେନ୍ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହୋଇପାରିଲାନି ତେଣୁ ଜୁଲାଇ ୩ରେ ହେବାକୁ ଥିବା ଜେଇଇ ଆଡଭାନ୍ସଡ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। ଜେଇଇ ମେନ୍ ପରୀକ୍ଷା ଚଳିତ ମାସ ୨୪ ରୁ ୨୮ ମଧ୍ୟରେ ହେବାର!-->…
ଉପକୂଳ ଓଡିଶା ଛାରଖାର କଲା ୟାସ୍
ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଏହା ଏବେ ସ୍ଥଳଭାଗରେ ଆଗକୁ ଆଗକୁ ମାଡ଼ି ଚାଲିଛି । ତେବେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ବଡ଼ ଧରଣଣ କ୍ଷୟକ୍ଷତି ହୋଇଛି । ଭଦ୍ରକ, ବାଲେଶ୍ଵରର ବହାନଗା, ସଦର, ରେମୁଣାରେ ବର୍ଷା କମିଛି ।!-->…
ଭଦ୍ରକରେ ବହୁ କ୍ଷୟକ୍ଷତି କଲା ‘ୟାସ୍’
ଭଦ୍ରକ : ବାତ୍ୟା ‘ୟାସ୍’ର ପ୍ରଭାବ ଭଦ୍ରକ ଜିଲ୍ଲାରେ ଦେଖାଦେଇଛି । ଭଦ୍ରକରେ ଲ୍ୟାଣ୍ଡଫଲ୍ କରିଲାନାହିଁ, କିନ୍ତୁ ବହୁ କ୍ଷୟକ୍ଷତି କଲା ବାତ୍ୟା ‘ୟାସ୍’ । କେଉଁଠି ଗଛ ଭାଙ୍ଗିଲା ତ କେଉଁଠି ବିଦ୍ୟୁତ ଖୁଣ୍ଟିକୁ ତଳେ ସୁଆଇଦେଲା । ଆଉ କେଉଁଠି କେଉଁଠି କାରକୁ ପାଣିରେ ଭସେଇଲା ଓ ଘରଗୁଡିକୁ!-->…
ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ବୁଧବାର ସକାଳେ ବାତ୍ୟା ୟାସ୍ ଓଡ଼ିଶା ଉପକୂଳକୁ ସ୍ପର୍ଶ କରିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାତ୍ୟାର ସ୍ଥିତି ଓ ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ମଙ୍ଗଳବାର ସନ୍ଧ୍ୟାରେ ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ!-->…
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ରଦ୍ଦ
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ପାଇଁ ବିସିସିଆଇ ସବୁ କିଛି କରିବାକୁ ପ୍ରସ୍ତୁତ। କାରଣ ବାଜିରେ ଲାଗି ଯାଇଛି ବୋର୍ଡର ୨୫୦୦ କୋଟି ଟଙ୍କା। ଆଇପିଏଲର ବଳକା ମ୍ୟାଚ୍ ନହେଲେ ପୂରା ଘାଟାରେ ପଡିଯିବ ବିସିସିଆଇ। ତେଣୁ ଯେମିତି ହେଉ ପଛେ ଆଇପିଏଲ ଆୟୋଜନ ପାଇଁ ବିସିସିଆଇ ଅଣ୍ଟା!-->…
ସୁବୋଧ ଜୟସଓ୍ଵାଲ ସିବିଆଇ ନୂତନ ନିର୍ଦ୍ଦେଶକ
ନୂଆଦିଲ୍ଲୀ : ଆଇପିଏସ ଅଧିକାରୀ ସୁବୋଧ କୁମାର ଜୟସଓ୍ଵାଲଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ)ର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିବ। ଜୟସଓ୍ଵାଲ ୧୯୮୫ ବ୍ୟାଚ୍ର ଆଇପିଏସ ଅଫିସର। ସେ ପୂର୍ବରୁ ମହାରାଷ୍ଟ୍ରର ପୋଲିସ ମହାନିର୍ଦ୍ଦେଶକ!-->…
ଅଭାବୀ ଲୋକଙ୍କୁ ସାହାଯ୍ୟ କରିବେ ଦକ୍ଷିଣୀ ସୁନ୍ଦରୀ
ନୂଆଦିଲ୍ଲୀ: ମାରାତ୍ମକ କୋଭିଡ-19 ସଙ୍କଟର ଦ୍ୱିତୀୟ ତରଙ୍ଗ ସହ ଦେଶ ମୁକାବିଲା କରୁଥିବା ବେଳେ ସେଲିବ୍ରିଟିଙ୍କ ସମେତ ସମସ୍ତେ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜର ସମର୍ଥନ ବଢାଉଛନ୍ତି।ଲୋକପ୍ରିୟ ଦକ୍ଷିଣ ଅଭିନେତ୍ରୀ ରଶ୍ମିକା ମନ୍ଦନା ଆଗକୁ କୋଭିଡ-19 ମହାମାରୀ ମଧ୍ୟରେ ସାହାଯ୍ୟ!-->…
ଧାମରାରେ ସ୍ଥଳଭାଗ ଅତିକ୍ରମ କରିବ ‘ୟାସ୍’
ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୬ କିମି ବେଗରେ ଗତି କରୁଛି
