ପ୍ରବଳ ବର୍ଷିବ : ୪ ଜିଲାକୁ ରେଡ୍ ୱାର୍ଣ୍ଣିଂ
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୨ରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। କୋରାପୁଟରେ ୮୨.୨ ମି.ମି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରରେ ୪୯.୭ ମି.ମି. ଛତ୍ରପୁରରେ ୪୩.୮ମିମି, ପାରଳାଖେମୁଣ୍ଡିରେ ୫୮ମିମି, କେନ୍ଦ୍ରାପଡ଼ାରେ ୪୨ ମି.ମି. ବର୍ଷା ହୋଇଛି। ଓଡ଼ିଶାର ଅନେକ…
