ସ୍କୁଲ୍ ନିକଟରୁ ବିପୁଳ ବିସ୍ଫୋରକ ଜବତ
ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାର ଡବରା ଗ୍ରାମରେ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିକଟରୁ ୧୬୧ଟି ଜିଲେଟିନ୍ ଷ୍ଟିକ୍ ଜବତ ହୋଇଛି। ଏହି ଶକ୍ତିଶାଳୀ ବିସ୍ଫୋରକ ଏତେ ପରିମାଣରେ ଜନଗହଳିପୂର୍ଣ୍ଣ ଅଂଚଳରୁ ଜବତ ହେବା ଆତଙ୍କ ସୃଷ୍ଟି କରିଛି। ବିଦ୍ୟାଳୟର ସୁରକ୍ଷା ନେଇ ମଧ୍ୟ ଏହା ଗମ୍ଭୀର…
