ଆଜି କେମିତି କଟିବ
ମେଷ: ଆଜି ଆପଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି । ଆପଣ କୌଣସି ବିଷୟରେ ଭାବପ୍ରବଣ ହେବେ । କିଛି ଆପଣଙ୍କୁ ବିରକ୍ତ କରିପାରେ । ଆପଣ ଆପଣଙ୍କ ମାଆଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ରହିବେ । ଛାତ୍ରମାନଙ୍କ ପାଇଁ ଦିନଟି ମଧ୍ୟମ ଫଳପ୍ରଦ । ସମ୍ପତ୍ତି ସମ୍ବନ୍ଧୀୟ କୌଣସି କାମ ପାଇଁ ଆଜି…
