ଖଣ୍ଡଗିରି ମେଳାରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍, ଆଖି ପିଛୁଳାକେ ମୋବାଇଲ, ପର୍ସ, ସୁନା ଅଳଙ୍କାର ଗାଏବ
ଖଣ୍ଡଗିରି ମେଳାରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ । ଭିଡ଼ରେ ଆତଙ୍କ ଖେଳାଉଛନ୍ତି । ଆଖି ପିଛୁଳାକେ ଗାଏବ କରୁଛନ୍ତି ଦର୍ଶକଙ୍କ ମୋବାଇଲ, ପର୍ସ ଓ ସୁନା ଅଳଙ୍କାର । ଲୁଟପାଟ କରି ଲୋକଙ୍କ ନିଦ ହଜାଇବା ସହ ପୋଲିସକୁ ନାକେଦମ କଲେଣି । ଲୁଟେରାଙ୍କୁ ଧରିବାକୁ ସ୍ପେଶାଲ ଡ୍ରାଇଭ୍ କରିଛି…
