ଶିମିଳିପାଳରୁ ମହୌଷଧି ‘ଲାଇକେନ୍’ ଠାବ
ମୟୂରଭଞ୍ଜଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଅନେକ ଔଷଧୀୟ ବୃକ୍ଷ ରହିଛି। ଗବେଷଣାରୁ ଏବେ ଏଠାରେ ‘ଲାଇକେନ୍’ର ସନ୍ଧାନ ମିଳିଛି। ଯେଉଁଥିରେ ହୃଦ୍ରୋଗ ଓ ମଧୁମେହ ସହ କ୍ୟାନ୍ସର ଭଳି ମାରାତ୍ମକ ରୋଗ ବିରୋଧୀ ତତ୍ତ୍ବ ରହିଛି। ଫଳରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା ବେଶ୍…
