Odia News Portal
Browsing Tag

swadhikar news

ଚୌଦ୍ୱାର ସର୍କଲ ଜେଲରୁ ଦୁଇ ବିହାରୀ ଡକାୟତ ଫେରାର

ଚୌଦ୍ୱାର ସର୍କଲ ଜେଲରୁ ଦୁଇ ବିହାରୀ ଡକାୟତ ଖସି ପଳାଇଛନ୍ତି। କାଲି ରାତି ଗୋଟାଏ ପରେ ସେଦୁହେଁ ଜେଲ ସେଲ କାଟି ଫେରାର ହୋଇଯାଇଥିବା ଜଣାଯାଇଛି।ଚୌଦ୍ୱାର ଜେଲରୁ ଦୁଇ ବିହାରୀ ଡକାୟତ ଖସି ପଳାଇଛନ୍ତି। କାଲି ରାତି ଗୋଟାଏ ପରେ ସେଦୁହେଁ ଜେଲ ସେଲ କାଟି ଫେରାର ହୋଇଯାଇଥିବା ଜଣାଯାଇଛି।…

ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ପାଇଁ କୂଆଖାଇ ନଦୀକୂଳରେ ତିଆରି ହୋଇଛି ଅସ୍ଥାୟୀ ପୋଖରୀ

ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ପାଇଁ କୂଆଖାଇ ନଦୀକୂଳରେ ତିଆରି ହୋଇଛି ଅସ୍ଥାୟୀ ପୋଖରୀ। ପୂର୍ବରୁ ତିଆରି ହୋଇଥିବା ପୋଖରୀରେ ନଦୀ ପାଣି ମିଶିଯିବାରୁ ଆଉ ଏକ ଅସ୍ଥାୟୀ ପୋଖରୀ ତିଆରି କରିଛି ବିଏମସି। ଅନ୍ୟପଟେ ମୂର୍ତ୍ତି ବିସର୍ଜନ ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର…

ବର୍ଷାରେ ଫସିଥିଲେ; ମହେନ୍ଦ୍ରଗିରିରୁ ଉଦ୍ଧାର ହେଲେ ୧୫ ପର୍ଯ୍ୟଟକ

ଗଜପତି ଜିଲ୍ଲାର ମହେନ୍ଦ୍ରଗିରିରେ ପସିଥିବା ୩୦ ଜଣ ପର୍ଯ୍ୟଟକଙ୍କୁ ବନ ବିଭାଗର କର୍ମଚାରୀମାନେ ସୁରକ୍ଷିତ ଉଦ୍ଧାର କରିଛନ୍ତି। ସ୍ଥାନୀୟ ବ୍ଳକ ଉନ୍ନୟନ ଅଧିକାରୀ ଓ ପୁଲିସ ସହାୟତାରେ ୩୦ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର ହୋଇଥିବା ନେଇ ବନ ବିଭାଗ ସୂଚନା ଦେଇଛି।ଦଶହରା ଛୁଟି ଥିବାରୁ…

ପାର୍ବଣରେ ଚଳଚଞ୍ଚଳ ତୁଷୁରା ସମଲେଇ ପୀଠ

ପାର୍ବଣ ଆସିଥିଲେ ମାଙ୍କ ଚଳଚଞ୍ଚଳ ହୁଏ ଗାଁ ଠୁ ସହର। କେଉଁଠି ମାଙ୍କୁ ମନ୍ଦିର ରେ ଆହ୍ବାନ କରାଯାଏ ତ ପୁଣୀ କେଉଁଠି ସୁ ଉଚ୍ଚ ତୋରଣ ନିର୍ମାଣ କରି ମା ଙ୍କ ମୂର୍ତ୍ତି କୁ ଦଶ ହରା ରେ ପୂଜା କରାଯାଏ। ହେଲେ   ବଲାଙ୍ଗୀରଜିଲ୍ଲା ରେ ଏମିତି ଏକ ଗାଁ ଅଛି । ଯେଉଁଠି ମାଙ୍କ ପାଇ ହୁଏନି ତିଆରି…

କେନ୍ଦୁଝରରେ ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ପୁରୁଣାବଜାର ସାର୍ବଜନୀନ ଶ୍ରୀଦୁର୍ଗା ଉତ୍ସବ କଲ୍‌ଚରାଲ୍‌ କମିଟି ପକ୍ଷରୁ ପ୍ଲାଟିନମ୍‌ ଜୁବୁଲି ପାଳନ କରାଯାଉଛି। ଏଥିପାଇଁ ପାଞ୍ଚଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆଜି ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମାଆଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ…

ରେଳଧାରଣା କଡ଼ରୁ ଛ‌ାତ୍ରୀଙ୍କ ଶବ ଜବତ ଘଟଣା ପ୍ରେମିକ ସହ ସାଙ୍ଗ ଗିରଫ

ଗତ ୨୩ ତାରିଖ ରାତିରେ ବାଟମଙ୍ଗଳ ମନ୍ଦିର ପଛପଟ ରେଳଧାରଣା କଡ଼ରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍‌ ହୋଇଛି। ଏହି ମାମଲାର ତଦନ୍ତ ସମୟରେ ପୁଲିସକୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଛାତ୍ରୀ ଜଣକ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ତାଙ୍କ ପ୍ରେମିକ ଓ…

ମା’ଙ୍କ ନିର୍ଦ୍ଦେଶରେ ବନ୍ଦ ହେଲା ବଳି

ସାର୍ବଜନୀନ ଶାରଦୀୟ ପୂଜାର ଉଦ୍‌ଯାପନ ଉତ୍ସବର ମହାଷ୍ଟମୀ ରାତି ୩ଟା ବେଳେ ମା’ ନୀଳ ସରସ୍ୱତୀଙ୍କ ତନ୍ତ୍ରପୀଠ ଭାବେ ଖ୍ୟାତ ଝଙ୍କଡ଼ ସାରଳାଙ୍କ ପୀଠରେ କେଉଁ ଆବହମାନ କାଳରୁ ବଳିପ୍ରଥା ପ୍ରଚଳନ ହୋଇଆସୁଥିଲା। ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣରେ ଏହି ଗୁପ୍ତ ପୂଜା ହେଉଥିବାରୁ ଏହାକୁ ସନ୍ଧିପୂଜା…

ଏମ୍ସ ଭୁବନେଶ୍ୱର ପରିଦର୍ଶନ କଲେ ବାଚସ୍ପତି, ସ୍ୱାସ୍ଥ୍ୟ ପରୀକ୍ଷା ନେଇ ପ୍ରୟାସକୁ ପ୍ରଶଂସା କଲେ

ବାଚସ୍ପତି ସୁରମା ପାଢ଼ୀ ଗତକାଲି ଏମ୍ସ ଭୁବନେଶ୍ୱର ପରିଦର୍ଶନ କରିଥିଲେ। ମହିଳାମାନଙ୍କ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଏବଂ ପରିବାରକୁ ସଶକ୍ତ କରିବା ପାଇଁ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପକ୍ଷରୁ ଜାରି ରହିଥିବା ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ…

ବିଜେପି ଆଡ଼କୁ ଢଳୁଛନ୍ତି କଂଗ୍ରେସ ନେତା କିଶୋର ପଟେଲ! ଆର୍‌ଏସ୍‌ଏସ୍‌ ଉତ୍ସବରେ ଅତିଥି ହେବା ପରେ ବଡ଼ଚର୍ଚ୍ଚା

ଓଡ଼ିଶା କଂଗ୍ରେସର ପୁରୁଖା ନେତା ତଥା ପୂର୍ବତନ ବାଚସ୍ପତି କିଶୋରଚନ୍ଦ୍ର ପଟେଲ ବିଜେପି ଆଡ଼କୁ ଢଳୁଛନ୍ତି କି? ଶନିବାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶହେବର୍ଷ ପୂର୍ତ୍ତି ଅବସରରେ ସୁନ୍ଦରଗଡ଼ ଭବାନୀଭବନ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପଟେଲ ଯୋଗଦେଇ ସଂଘକୁ…

ଝଲସୁଛି ରୌପ୍ୟନଗରୀ: ୩୬ ଚାନ୍ଦି ମେଢ଼, ୧୧ ମଣ୍ଡପରେ ସୁନା

ରୌପ୍ୟନଗରୀ କଟକରେ ଏଥର ଦଶହରାରେ ୩୬ ପୂଜାମଣ୍ଡପରେ ‌‌ଶୋଭାପାଉଛି ଚାନ୍ଦିମେଢ଼। ଏଥି ସହ ୧୧ଟି ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ସମେତ ପାର୍ଶ୍ବଦେବଦେବୀ ପରିଧାନ କରିଛନ୍ତି ସୁନାମୁକୁଟ ଓ ସୁନାର ଚମ୍ପାହାର। ଚଳିତ ବର୍ଷ ଦୁଇଟି ନୂଆ ଚାନ୍ଦିମେଢ଼ ନିର୍ମାଣ ହୋଇଛି। ଯୋବ୍ରା ଦୁର୍ଗା ମନ୍ଦିର…