ମାତିଛି ବାରହା, ଦୁଇ ଦିନରେ ଦୁଇ ଜଣଙ୍କୁ ଆକ୍ରମଣ
ମାତିଛି ବାରହା । ଦୁଇ ଦିନରେ ଦୁଇ ଜଣଙ୍କୁ ଆକ୍ରମଣ କରି କଲା ଲହୁଲୁହାଣ । କେନ୍ଦ୍ରାପଡ଼ା ରାଜନଗର ଭିତରକନିକା ନିକଟ ଡାଙ୍ଗମାଳ ଅଞ୍ଚଳରେ ବାରହା ଆତଙ୍କ । ଗତକାଲି ସନ୍ଧ୍ୟାରାଣୀ ଗିରି ନାମକ ଜଣେ ମହିଳା ବାଡ଼ିରେ କାମ କରୁଥିବା ସମୟରେ ବାରହା ଆକ୍ରମଣ କରିଥିଲା ।…
