ବର୍ଷକୁ ୧୦୦ କୋଟିର ଚୋରା ବାଲି କାରବାର: ଆନ୍ଧ୍ର, ଝାଡ଼ଖଣ୍ଡ, ଛତିଶଗଡ଼କୁ ହେଉଛି ଚାଲାଣ
ଜଗତସିଂହପୁର ଜିଲ୍ଲାରେ ବଢ଼ି ଚାଲିଛି ଚୋରା ବାଲି କାରବାର। କୋଟି କୋଟି ଟଙ୍କାର ଚୋରା ବାଲିରେ ଖେଳୁଛନ୍ତି ମାଫିଆ, ରାଜନେତା, ଅସାଧୁ ଅଫିସର। ଜିଲ୍ଲାରେ ବାର୍ଷିକ ୧୦୦ କୋଟିରୁ ଅଧିକ ଟଙ୍କାର ଚୋରା ବାଲି କାରବାର ହେଉଥିବା ଆକଳନ କରାଯାଇଛି। ମହାନଦୀର କିଲିପାଳ ଓ ଜଇପୁର ଘାଟରେ ଚଢ଼ଉ…
