ଚାନ୍ଦିଲି ମେଗା ଜଳ ଯୋଗାଣ ପ୍ରକଳ୍ପ ତଦାରଖ: ଅଗଷ୍ଠ ସୁଦ୍ଧା ୧୫୯ ଗାଁକୁ ପାଣି ପହଞ୍ଚିବ
ଚାନ୍ଦିଲି ମେଗା ଜଳ ଯୋଗାଣ ପ୍ରକଳ୍ପର ତଦାରଖ କରିଥିଲେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ। ତୁରନ୍ତ ପ୍ରକଳ୍ପର କାମ ସାରିବାକୁ ଜିଲ୍ଲାପାଳ ଦେଇଥିଲେ ନିର୍ଦ୍ଦେଶ। ଏହି ପ୍ରକଳ୍ପ ଦ୍ବାରା ନବରଙ୍ଗପୁର, ପାପଡାହାଣ୍ଡି ଏବଂ କୋଷାଗୁମୁଡା ବ୍ଲକର ୪୦ଟି ଗ୍ରାମପଂଚାୟତକୁ ପାଣି ଯୋଗାଣ ହେବ। ଗ୍ରାମ୍ୟ…
