Odia News Portal
Browsing Tag

swadhikar news

ମେଡିଏସନ୍ ସମ୍ମିଳନୀ ଉଦ୍‌ଘାଟନ କରିବେ ପ୍ରଧାନ ବିଚାରପତି

ଆସନ୍ତା ୨୭ତାରିଖରୁ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଜାତୀୟ ମେଡିଏସନ୍ ସମ୍ମିଳନୀକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର୍ ଗଭାଇ ଉଦ୍‌ଘାଟନ କରିବେ। ଏହି ସମ୍ମିଳନୀରେ ସୁପ୍ରିମକୋର୍ଟ, ସମସ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତି,…

ଖାଇବା ପରେ କାହିଁକି ଖାନ୍ତି ପାନମଧୁରୀ ? ପାନମଧୁରୀର  ଉପାଦେୟତା

ଆପଣ ପ୍ରାୟେ ସବୁ ବାହାଘର ଭୋଜିରେ କିମ୍ବା ହୋଟେଲରେ ଖାଇବା ପରେ ପାଖରେ ପାନମଧୁରୀ ରଖାଯାଇଥିବା ଦେଖିଥିବେ । ଯାହାକୁ ଆପଣମାନେ ଖାଇ ସାରିବାପରେ ହିଁ ଖାଇଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଖାଇବା ପରେ କାହିଁକି ପାନମଧୁରୀକୁ ଖିଆଯାଇଥାଏ ? କହିବାକୁ ଗଲେ ସବୁଥର ଖାଇବା ପରେ ପାନମଧୁରୀ…

ଆଉ ନକ୍ସଲଙ୍କୁ ତ୍ରାହି ନାହିଁ: ସଙ୍ଗଠନ ଛାଡ଼ିଲେ ୭୧ ନକ୍ସଲ

ସୁରକ୍ଷା କର୍ମୀଙ୍କ ଗୁଳିରେ ପୁଣି ଟଳିଛନ୍ତି ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଆଜି ସକାଳେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମ୍‌ଲା ବିଶୁନପୁର କେଚକି ଜଙ୍ଗଲରେ ଝାଡ଼ଖଣ୍ଡ ଜାଗୁଆର, ଗୁମ୍‌ଲା ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଚାଲିଥିଲା। ଏହି ସମୟରେ ମାଓ ସଙ୍ଗଠନ…

ଭାଗବତୀଙ୍କ ପୀଠରେ : ୭ ବଖରାରେ ପୂଜା ପାଆନ୍ତି ସାତ ଭଉଣୀ

ଅନେକ ଅନନ୍ୟ ପରମ୍ପରା, ରୀତିନୀତିରେ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଥାଏ। ନବରାତ୍ରରେ ଦେବୀଙ୍କ ସହ ୭ ଭଉଣୀ ବା ସପ୍ତମାତୃକାଙ୍କୁ ପୂଜା କରିବା ମନ୍ଦିରର ନିଆରା ପରମ୍ପରା ରହିଆସିଛି। ଅଧିକାଂଶ ଶକ୍ତିପୀଠରେ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ…

ବର୍ଷା ଯୋଗୁଁ: ପଶ୍ଚିମ ଓଡ଼ିଶା ବେହାଲ୍‌, ରାସ୍ତା ଓ ପୋଲ ଉପରେ ବନ୍ୟାଜଳ ପ୍ରବାହିତ

ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ପଶ୍ଚିମଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ପ୍ରକୋପ ଜାରି ରହିଛି। ମଙ୍ଗଳବାର ସକାଳୁ ଆରମ୍ଭ ହୋଇଥିବା ବର୍ଷାର ଧାରା ବୁଧବାର ଦିନସାରା ଲାଗି ରହିଥିଲା। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲଗୁଡ଼ିକ ଉପରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ…

ଦିନକ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବି

ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ବୁଧବାର ଦିନ ଶେଷ ହୋଇଛି। ମୌସୁମୀ ଅଧିବେଶନ ପୂର୍ବ ନିର୍ଦ୍ଧାରିତର ଦିନକ ପୂର୍ବରୁ ଶେଷ ହୋଇଛି। ସେପ୍ଟେମ୍ବର ୧୬ରୁ ଅଧିବେଶନ ଆରମ୍ଭ ହୋଇଥିଲା। ସୂଚୀ ଅନୁସାରେ ସେପ୍ଟେମ୍ବର ୨୫ ଯାଏଁ ଗୃହ ଚାଲିବାର ଥିଲା। ତେବେ ବାଚସ୍ପତି ସୁରମା ପାଢ଼ୀ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର , ପୂଜା ପାଇଁ ଆଗୁଆ ମିଳିବ ଦରମା

ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ମାସର…

ସୀମାନ୍ତରେ ଯବାନ- ମାଓବାଦୀ ଗୁଳିବିନିମୟ: ତିନି ମାଓବାଦୀ ନିହତ, ବିପୁଳ ମାରଣାସ୍ତ୍ର ଜବତ

ଆଜି ସକାଳୁ ଝାରଖଣ୍ଡ ପୁଲିସ, ଯବାନ ଓଡ଼ିଶା- ଝାରଖଣ୍ଡ ସୀମାନ୍ତରେ ମାଓବାଦୀଙ୍କ ବିରୁଦ୍ଧରେ ଏକ ବଡ଼ ସଫଳତା ହାସଲ କରିଛି। ରାଉରକେଲା ବିଶ୍ରl ଠୁ ପ୍ରାୟ ୭୦ କିମି ଦୂର ଗୁମଲା ଜିଲ୍ଲାର ବିଶୁନପୁର ଥାନା ଅଞ୍ଚଳରେ ଝାରଖଣ୍ଡ ଜାଗୁଆର ଓ ଗୁମଲା ପୁଲିସ ସମେତ ସୁରକ୍ଷା ବାହିନୀ ଏବଂ ଝାରଖଣ୍ଡ ଜନ…

ଭାରତ ସାରା ବିଶ୍ୱରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିପାରିବ: ମେଲୋନି

ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନି ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଭାରତ ବିଶ୍ୱବ୍ୟାପୀ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ସମୟରେ ଜିଓର୍ଜିୟା ମେଲୋନି…

ବାଲି  ମାଫିଆଙ୍କ ଯୋଗୁଁ ଲିନହେବାକୁ ବସିଲାଣି ସାଳନ୍ଦୀ ନଦୀ କୂଳରେ ଥିବା ୮ ଗାଁ  

ବାଲି ଓ ମାଟି ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁ ସାଳନ୍ଦୀରେ ଲୀନ ହେବ ଭଦ୍ରକ ଜିଲ୍ଲାର ବନ୍ତ ତହସିଲ ଅଧୀନ ଗୋପିନାଥପୁର ପଞ୍ଚାୟତର କାଣ୍ଡବା ଓ ବିଟିପୁର ପଞ୍ଚାୟତର ହଳଦୀପହଣୀ ଗାଁ। ଖାଲି ଏହି ଦୁଇ ଗାଁ ନୁହେଁ, ସାଳନ୍ଦୀ ନଦୀକୂଳରେ ଥିବା ଆଉ ୮ଟି ଗାଁ ପ୍ରତି ମଧ୍ୟ ବିପଦ ରହିଛି।…