ଆଜି ଯାଏଁ ତେଜପତ୍ରକୁ କେବଳ ମସଲା ଭାବୁଥିଲେ ! ଏବେ ଜାଣନ୍ତୁ ଏହାର ୧୦ଟି ଔଷଧୀୟ ଗୁଣ
ତେଜପତ୍ର ପ୍ରତ୍ୟେକ ଭାରତୀୟ ରୋଷେଇ ମସଲାର ଏକ ଖାସ୍ ମସଲା ଅଟେ । କାହିଁକି ନା ଖାଇବାରେ ତେଜପତ୍ର ତଡକା ଲଗାଇଥାଏ ତାର ବାସ୍ନା ପାଇଁ । ଏହା ଆମ ଶରୀର ପାଇଁ ମଧ୍ୟ ଅନେକ ଉପକାରୀ ହୋଇଥାଏ । ଏହାକୁ ନିୟମିତ ବ୍ୟବହାର କରିବା ଦ୍ବାରା ଆମକୁ ଅନେକ ସମସ୍ୟାରୁ ରକ୍ଷା ମିଳିଥାଏ । ତେବେ…
