ଆକର୍ଷଣ ହରାଉଛି ବାସନ୍ତୀ ସରୋବର! ଭାଙ୍ଗିଗଲାଣି ଭସାପୋଲ: ଚାଲୁନି ବୋଟିଂ, ପାଣିରୁ ବାହାରୁଛି ଦୁର୍ଗନ୍ଧ
ରାଉରକେଲାର ଡିଏଭି ପୋଖରୀ ଯାହା ବର୍ଷବର୍ଷ ଧରି ଅଳିଆଆବର୍ଜନାରେ ଭର୍ତ୍ତି ହୋଇଥିଲା ତାର ମଧ୍ୟ ପୁନରୁଦ୍ଧାର ପାଇଁ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ ୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ୨୫ ମାର୍ଚ୍ଚ, ୨୦୨୩ରେ ବହୁ ଧୂମଧାମ୍ରେ ଏହାକୁ ଉଦ୍ଘାଟନ କରାଯାଇଥିଲା। ଡିଏଭି ପୋଖରୀକୁ…
