ରାଜ୍ୟରେ ଧାନ କିଣାକୁ ନେଇ ଅଚଳାବସ୍ଥା ଜାରି, ଆନ୍ଦୋଳନରେ ମିଲର୍ସ
ରାଜ୍ୟରେ ଧାନ କିଣାକୁ ନେଇ ଅଚଳାବସ୍ଥା ଜାରି । ଆନ୍ଦୋଳନରେ ମିଲର୍ସ । ସରକାରଙ୍କ ସହ ମିଲର୍ସ ଆସୋସିସନର ବୈଠକ ବିଫଳ ପରେ ମଣ୍ଡିରୁ ଉଠୁନି ଧାନ । ଶୀତ କାକରରେ ବସ୍ତା ବସ୍ତା ଧାନ ଧରି ବସିରହିଛନ୍ତି ଚାଷୀ । ମିଲର୍ସ ଧାନ କିଣିବା ବଦଳରେ ରାଜଧାନୀରେ ନିଜର ହକ…
