ମାଲକାନଗିରି ସୀମାନ୍ତରେ ପୁଣି ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କଲେ ନକ୍ସଲ୍
ମାଲକାନଗିରି ଜିଲ୍ଲା ସୀମାନ୍ତରେ ପୁଣି ଜଣେ ଶିକ୍ଷାଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ୍। ଶିକ୍ଷାଦୂତ କଲ୍ଲୁ ତାତିଙ୍କୁ ନିର୍ମମ ହତ୍ଯା କରାଯାଇଛି। ଗତକାଲି ସେ ସ୍କୁଲରୁ ଫେରିବା ବେଳେ ତାଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ଗଂଗାଲୁର ଥାନା ନେନ୍ଦ୍ରା ଠାରେ ବନ୍ଦ…
