Odia News Portal
Browsing Tag

swadhikar news

ଡିସେମ୍ବର ୮ ଏବଂ ୯ ରେ ବାରବାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ମ୍ୟାଚ୍ ପାଇଁ ଟ୍ରାଫିକ୍ କଟକଣା ଲାଗୁ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୦୯.୧୨.୨୦୨୫ ରେ କଟକର ବାରବାଟୀ ଷ୍ଟାଡିୟମରେ ଟି-୨୦ କ୍ରିକେଟ ମ୍ୟାଚ୍ ଏବଂ ୦୮.୧୨.୨୦୨୫ ରେ ଖେଳାଳିମାନଙ୍କ ଅଭ୍ୟାସ ଅଧିବେଶନ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଦଳଗତ ଗତିବିଧି ଏବଂ ମ୍ୟାଚ୍ ସମ୍ବନ୍ଧୀୟ କାର୍ଯ୍ୟକଳାପ ଯୋଗୁଁ ଷ୍ଟାଡିୟମକୁ ଯାଉଥିବା…

କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା ଆରମ୍ଭ: ମନ୍ଦିର କାନ୍ଥରେ ଟନେଲ୍‌ ଖୋଳା

ବିଶ୍ବପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି କାଢ଼ିବା ଲାଗି ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସ‌୍ଆଇର ପୂର୍ବତନ ଡିଜି ଏକେ ବାସାଙ୍କ ସମେତ ୧୦ ଜଣିଆ ବୈଷୟିକ କୋର୍‌ କମିଟି ଆଜି କୋଣାର୍କ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ ଆଜି: ଘଟଗାଁର କାୟାକଳ୍ପ ବଦଳିବ, ମା’ଙ୍କ ପାଇଁ ୩୧୨ କୋଟିର ଯୋଜନା

ଘଟଗାଁ ମା’ ତାରିଣୀ ପୀଠର ବିକାଶ ପାଇଁ ପ୍ରସ୍ତୁତ ହୋଇଛି ବଡ଼ ଯୋଜନା। ୩୧୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ପାଖାପାଖି ୬୦ ଏକର ଅଞ୍ଚଳର ବିକାଶ କରାଯିବ। ଆସନ୍ତାକାଲି ଏହି ବହୁ ପ୍ରତୀକ୍ଷିତ ସୌନ୍ଦର୍ଯ୍ୟୀକରଣ ଓ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଜାତୀୟ କଟନ୍‌ କ୍ୟାଣ୍ଡି ଦିବସ: ପିଲାଙ୍କ ଲାଗି ବଞ୍ଚି ରହିଛି ଜୀବିକା

କଥାରେ କହାଯାଏ-ବମ୍ବେଲଡୁ..ଯିଏ ଖାଇବ ପସ୍ତେଇବ, ଯିଏ ନଖାଇବ ସିଏ ବି ପସ୍ତେଇବ। ରଂଗିନ ବମ୍ବେଲଡୁ (କଟନ୍ କ୍ୟାଣ୍ଡି) ଖୁବ୍‌ ଆକର୍ଷଣୀୟ ଦିଶେ। ହେଲେ ଖାଇବାକୁ ଧରିଲା ବେଳକୁ ପାପୁଲି ଭିତରେ ମୁଠାଏ ହୋଇଯାଏ। ସେ ଯାହା ହେଉନା କାହିଁକି ବମ୍ବେଲଡୁ ଦେଖିଲେ ପିଲାଙ୍କ ପାଟିରୁ ଲାଳ ଗଡ଼େ। ଆଉ…

ରେଳ ଧାରଣା ରୁ ଅଜଣା ଯୁବକ ଙ୍କ ଶବ ଉଦ୍ଧାର

ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ରେଳ ଷ୍ଟେସନ ରୁ ତୁରେକେଲା ରେଳ ଷ୍ଟେସନ ମଧ୍ୟରେ ପ୍ରାୟ ୪୦ ବର୍ଷୀୟ ଜଣେ ଅଜଣା ଯୁବକ ଙ୍କ ଶବ ଜିଆରପି ପୋଲିସ ଉଦ୍ଧାର କରିଥିଲା । ଶୁକ୍ରବାର ରାତ୍ରୀ ପ୍ରାୟ ୧ ଟା ସମୟ ରେ ଉକ୍ତ ଯୁବକ ରେଳ ଧାରଣା ରେ ପଡିଥିବା ଜି ଆର ପି ପୋଲିସ…

ଉପାନ୍ତ ଅଞ୍ଚଳର ଦେବଦୂତ ବଣ୍ଡା ଯୁବତୀ: ପଢ଼ିନାହାନ୍ତି ମେଡିକାଲ ପାଠ, କରୁଛନ୍ତି ରୋଗୀ ସେବା

ବଣ୍ଡା ଜନଜାତିଙ୍କ ପାଇଁ ଦେବଦୂତ ସାଜିଛନ୍ତି ୪ ଯୁବତୀ। ଖଇରପୁଟ ବ୍ଲକ୍‌ ଅଣ୍ଡ୍ରାହାଲ ପଞ୍ଚାୟତ ଡୁମୁରିପଡ଼ା ଡାକ୍ତରଖାନାରେ ଆଦିମ ଜନଜାତିର ଲୋକଙ୍କୁ ନିସ୍ବାର୍ଥପର ସ୍ବାସ୍ଥ୍ୟସେବା ଯୋଗାଇ ଚର୍ଚ୍ଚାକୁ ଆସିଛନ୍ତି। ନର୍ସ ହେବାର ସର୍ବନିମ୍ନ ଯୋଗ୍ୟତା ନଥିଲେ ମଧ୍ୟ ଦୃଢ଼ ଇଚ୍ଛା ଶକ୍ତି,…

ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍‌, ଏଏନ୍‌ଏମ୍‌ ପରୀକ୍ଷା ବାତିଲ

ଅପରାହ୍‌ଣ ୨ଟା। ରାଜ୍ୟର ସମସ୍ତ ୪୭ଟି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ ଶତାଧିକ ପରୀକ୍ଷାର୍ଥୀ। ପ୍ରଶ୍ନପତ୍ର ମିଳିସାରିଥିଲା। କିଏ ପଢ଼ୁଥିଲେ ତ ଆଉ କିଏ ଖାତାରେ ଉତ୍ତର ଲେଖିବା ଆରମ୍ଭ କରିଥିଲେ। ଶିକ୍ଷକ ଆସି ପରୀକ୍ଷାର୍ଥୀଙ୍କୁ କହିଥିଲେ, ପରୀକ୍ଷା ବାତିଲ ହୋଇଗଲା। ପ୍ରଶ୍ନପତ୍ର…

ପରିଚାଳନାଗତ ବିଶୃଙ୍ଖଳା ପାଇଁ ବଜେଟ୍ ଏୟାରଲାଇନ୍ସ ଇଣ୍ଡିଗୋ ତାର ଯାତ୍ରୀମାନଙ୍କୁ କ୍ଷମା ମାଗିଛି

ଗତ କିଛି ଦିନ ଧରି ହୋଇଥିବା ଗମ୍ଭୀର ପରିଚାଳନାଗତ ବିଶୃଙ୍ଖଳା ପାଇଁ ବଜେଟ୍ ଏୟାରଲାଇନ୍ସ ଇଣ୍ଡିଗୋ ତାର ଯାତ୍ରୀମାନଙ୍କୁ କ୍ଷମା ପ୍ରାର୍ଥନା କରିଛି। ଇଣ୍ଡିଗୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପିଟର ଏଲବର୍ସ ଏକ ଭିଡିଓ ବାର୍ତ୍ତାରେ ସ୍ୱୀକାର କରିଛନ୍ତି ଯେ ଡିସେମ୍ବର ୫ ତାରିଖ…

ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା । ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା ହୋଇଛି । ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା…

ଜରାଜୀର୍ଣ୍ଣ ଅବସ୍ଥାରେ ଅଟ୍ରି, ଉନ୍ନତି ପରିବର୍ତ୍ତେ ଅବନତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପର୍ଯ୍ୟଟକ

ପୁଣି ଆସିଛି ପର୍ଯ୍ୟଟନର ଋତୁ । ଆଉ ଚଳ ଚଞ୍ଚଳ ହେଲାଣି ଓଡିଶାର ଅନେକ ପର୍ଯ୍ୟଟନକ୍ଷେତ୍ର । ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଅଟ୍ରିରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ । ଏଠାରେ ବିକାଶ ବର୍ଷକୁ ବର୍ଷ ବିନାଶ ଆଡକୁ ମୁହାଁଉଥିବା ବେଳେ ଡାକିଲାଣି…