ଜରାଜୀର୍ଣ୍ଣ ଅବସ୍ଥାରେ ଅଟ୍ରି, ଉନ୍ନତି ପରିବର୍ତ୍ତେ ଅବନତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପର୍ଯ୍ୟଟକ
ପୁଣି ଆସିଛି ପର୍ଯ୍ୟଟନର ଋତୁ । ଆଉ ଚଳ ଚଞ୍ଚଳ ହେଲାଣି ଓଡିଶାର ଅନେକ ପର୍ଯ୍ୟଟନକ୍ଷେତ୍ର । ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଅଟ୍ରିରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ । ଏଠାରେ ବିକାଶ ବର୍ଷକୁ ବର୍ଷ ବିନାଶ ଆଡକୁ ମୁହାଁଉଥିବା ବେଳେ ଡାକିଲାଣି…
