ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବହୁତ ଆଗରେ, ତୃତୀୟ ସ୍ଥାନକୁ ଖସିଲା ବିଜେଡି
ନୂଆପଡ଼ା ଉପନିର୍ବାଚନର ଚତୁର୍ଥ ରାଉଣ୍ଡ ଗଣତି ଫଳାଫଳ ସାମ୍ନାକୁ ଆସିଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୨,୮୧୫ ଭୋଟରେ ଆଗୁଆ ଅଛନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଚତୁର୍ଥ ରାଉଣ୍ଡରେ ୧୮୯୦୩ ଭୋଟ୍ ପାଇଥିବା ବେଳେ ତାପଛକୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୬୦୮୮ ଭୋଟ୍ ପାଇ…
