ଗୌରାଙ୍ଗଙ୍କ ପାଇଁ ସରକାରୀ ଘର ସାତସପନ
କୁଡ଼ିଆରେ ଛଅ ପ୍ରାଣୀ କୁଟୁମ୍ବଙ୍କୁ ନେଇ ପଲିଥିନ ତଳେ ଜୀବନ ବିତାଉଛନ୍ତି ଶିଆଳିଆ ଗାଁର ଗୌରାଙ୍ଗ ମଲିକ। ବାତ୍ୟା ଭୟ ସେମାନଙ୍କୁ ଚିନ୍ତାରେ ପକାଇଛି। ଏମାନଙ୍କ ଲାଗି ସରକାରୀ ଯୋଜନା ପାଲଟିଛି ସାତ ସପନ । ବରାଡ଼ିଆ ପଞ୍ଚାୟତ ଶିଆଳିଆ ଗାଁର ଦିନ ମଜୁରିଆ ଗୌରାଙ୍ଗ। ପରିବାର କହିଲେ ବୃଦ୍ଧା ମା’…
