Odia News Portal
Browsing Tag

swadhikar news

ବାତ୍ୟାକୁ ନେଇ ଚିନ୍ତାରେ ମକା ଚାଷୀ

ସମ୍ଭାବ୍ୟ ବାତ୍ୟା ମୋନ୍ଥା କୁ ନେଇ ଚାଷୀକୁଳ ଏବେ ଚିନ୍ତାରେ l ଗଜପତି ଜିଲ୍ଲାରେ ମକା ଚାଷ ଅନ୍ୟତମ ପ୍ରମୁଖ ଚାଷ ହୋଇଥିବା ବେଳେ ବାତ୍ୟା କୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ l ବାତ୍ୟା ହେଲେ ସୁନାର ଫସଲ ଉଜୁଡି ଯିବ l ତେଣୁ ତରବରିଆ ଭାବେ ଜମିରୁ ମକା ଫସଲ କୁ ଅମଳ କରି ସୁରକ୍ଷିତ…

ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ବ୍ୟାଙ୍କ ଅଧିକାରୀ ରବିନ୍ଦ୍ର ନାଥ ପାଢୀଙ୍କ ପରଲୋକ

ଭୁବନେଶ୍ୱର (୨୬ ଅକ୍ଟୋବର ୨୦୨୫): ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପୂର୍ବତନ ଚିଫ୍ ମ୍ୟାନେଜର ତଥା ବିଶିଷ୍ଟ ସମାଜସେବୀ ରବିନ୍ଦ୍ର ନାଥ ପାଢୀ ଗତ ଶୁକ୍ରବାର ଦିନ ୭୫ ବର୍ଷ ବୟସ୍‌ରେ ପରଲୋକଗମନ କରିଛନ୍ତି। ତାଙ୍କ ମୃତଦେହକୁ ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଆତ୍ମୀୟ ସ୍ବଜନ ଓ ପରିବାରବର୍ଗଙ୍କ…

ଆଜି ଶେଷ ଦିନରେ ମା ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ ବେଶ

ମା ଭଦ୍ରକାଳୀଙ୍କର ସପ୍ତ ମାତୃକା ବେଶର ଆଜି ହେଉଛି ଅନ୍ତିମ ଦିନ। ଆଜି ଶେଷ ଦିନରେ ମା ଭଦ୍ରକାଳୀ ମହାଲକ୍ଷ୍ମୀ ବେଶରେ ପୂଜା ପାଉଛନ୍ତି। ମାଙ୍କର ମହାଲକ୍ଷ୍ମୀ ବେଶ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ହଜାର ହଜାର ଭକ୍ତ ମାଙ୍କ ମନ୍ଦିର ପରିସରରେ ଉପସ୍ଥିତ ହୋଇ ପୂଜା ଅର୍ଚ୍ଚନା କରୁଛନ୍ତି।…

ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୩ଦିନ ପ୍ରବଳ ବର୍ଷିବ, ୨୮ରୁ ବଢିବ ବର୍ଷାର ପରିମାଣ

ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୩ଦିନ ପ୍ରବଳ ବର୍ଷା ହେବ । ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୨୭ରୁ ୨୯ ଯାଏ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି…

ମହାକାଳପଡ଼ାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ମହିଳାଙ୍କ ସମେତ ୩ ଜଣଙ୍କୁ ଆକ୍ରମଣ

ମହାକାଳପଡ଼ା ବ୍ଲକ୍‌ ସୁନୀତି ପଞ୍ଚାୟତରେ ଆଜି ଦୁର୍ବୃତ୍ତଙ୍କ ଆତଙ୍କରାଜକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ୍‌ ଆରୋହୀଙ୍କ ସମେତ ଜଣେ ମହିଳାଙ୍କୁ ମାଡ଼ ମାରିଛନ୍ତି। ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିଛନ୍ତି। ଏହି ଘଟଣାର ପ୍ରତିବାଦରେ ଲୋକେ ଟାୟାର…

ନୂଆପଡ଼ାରେ ପୁଲିସ ମହାନିର୍ଦ୍ଦେଶକ: ଉପନିର୍ବାଚନ ପରିଚାଳନା ଓ ମାଓ ସ୍ଥିତି ଉପରେ ସମୀକ୍ଷା

ନୂଆପଡ଼ା ଉପନିର୍ବାଚନ ପାଇଁ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶନିବାର ନୂଆପଡ଼ା ଗସ୍ତରେ ଆସିଛନ୍ତି। ଡିଜିପି ଶ୍ରୀ ଖୁରାନିଆ ପ୍ରଥମେ ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା ସୁନାବେଡ଼ା ଓ ଦାତୁନାମା ସିଆର୍‌ପିଏଫ୍‌ କ୍ୟାମ୍ପ ଓ ପରେ ଜାମଗାଁରେ ଅବସ୍ଥିତ ଆଇଆର ବାଟାଲିୟନ୍‌…

ଅଷ୍ଟମ ଶ୍ରେଣୀର ତିନି ଛାତ୍ର ଜବରଦସ୍ତ ମଦ ପିଆଇବାରୁ ଷଷ୍ଠ ଶ୍ରେଣୀର ଛାତ୍ର ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଗଞ୍ଜାମଜିଲ୍ଲା ଆସିକା ବ୍ଳକ ଇଲାକାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳୁଛି। ସୁରଭି କାର୍ଯ୍ୟକ୍ରମ ଆୟୋଜନ ନାଁରେ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଶିକ୍ଷକ ବିହୀନ କରି ଦିଆଯାଉଛି। ଏହାର ପ୍ରଭାବ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ଉପରେ ପଡୁଛି। ଏଭଳି ଏକ ଅଭାବନୀୟ…

ମନ ମୋହଉଛି ମା ଦକ୍ଷିଣେଶ୍ଵର କାଳୀ

"ମା" ଶ୍ୟାମା କାଳୀଙ୍କ ଆଗମନରେ ବ୍ୟାସନଗର ପୈାରାଞ୍ଚଳ ଏବେ ଚଳଚଞ୍ଚଳ ହୋଇଉଠିଛି । ସହରରେ ଏବେ ୧୮ ଗୋଟି ମେଢ଼ ପୂଜା ପାଉଥିବା ବେଳେ କଲେଜ ଛକ ପାନ୍ଥୀକା ନିକଟସ୍ଥ 'ମା' ଦକ୍ଷିଣେଶ୍ବରୀ କାଳୀଙ୍କ ନିକଟରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳୁଛି। ସୁଶୋଜିତ ତୋରଣ ସାଙ୍ଗକୁ ଆଖି ଝଲସୁଥିବା 'ମା'…

ପାନଦୋକାନୀଙ୍କୁ ବୀଭତ୍ସ ହତ୍ୟା: ଘଟଣାସ୍ଥଳରୁ ଦକ୍ଷିଣୀ ଖଣ୍ଡା ଜବତ, ପୂର୍ବ ଶତ୍ରୁତା ସନ୍ଦେହ

ଜଗତସିଂହପୁର ଉପକଣ୍ଠ ଯୋଗଧାରୀରେ ଆଲୋଡ଼ନ। ଜଗତସିଂହପୁର ଉପକଣ୍ଠ ନୂଆ ବସଷ୍ଟାଣ୍ଡ ନିକଟ ଯୋଗଧାରୀ ଛକରେ ଜଣେ ପାନ ଦୋକାନୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ପୋକପୁର ଅଞ୍ଚଳର ଜ୍ଞାନ ରଞ୍ଜନ ପୋଥାଳ। ମାରଣାସ୍ତ୍ରରେ ହାଣି ବୀଭତ୍ସ ହତ୍ଯା…

ରିଲ୍ସ ଦେଖିଲେ ହେବ ସାଂଘାତିକ ରୋଗ!

ଇନଷ୍ଟାଗ୍ରାମ ରିଲ୍ସ, ଟିକଟକ ଭିଡିଓ ଏବଂ ୟୁଟ୍ୟୁବ ସର୍ଟସ ଆଜିକାଲି ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାଣି। ଲୋକମାନେ ଏହାକୁ ମନୋରଞ୍ଜନ ଏବଂ ସମୟ କାଟିବାର ଏକ ସହଜ ଉପାୟ ମନେ କରନ୍ତି। ସ୍କ୍ରୋଲ କରୁଥିବା ବେଳେ କେତେ ଘଣ୍ଟା ବିତିଯାଏ, ତାହାର ଆଭାସ ମଧ୍ୟ ହୁଏ ନାହିଁ। ଖାସ…