ବ୍ରାହ୍ମଣୀ ଥାନା ଅଞ୍ଚଳରେ ଲଜ୍ଜା; ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ରାଉରକେଲା ବ୍ରାହ୍ମଣୀ ଥାନା ଅନ୍ତର୍ଗତ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ। ଏ ନେଇ ରବିବାର ଦିନ ପିଡିତାଙ୍କ ପରିବାର ଲୋକ ରାଜଗାଙ୍ଗପୁର ଥାନା କାଂଶବାହାଲ ଫାଣ୍ଡିରେ ଏତଲା ଦେବା ପରେ ପୋଲିସ ଏ ମାମଲାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନା ମୁତାବକ!-->!-->!-->…
