ଇସ୍କନ୍ ଚିଠି ଜବାବରେ ପୁଣି ଅସନ୍ତୋଷ ପ୍ରକାଶ କଲେ ଗଜପତି: ଅତିଥିରେ ରଥଯାତ୍ରା ଗ୍ରହଣୀୟ ନୁହେଁ
ସ୍ନାନଯାତ୍ରା ତିଥି ମାନିବୁ। ସାରା ବିଶ୍ବରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଆୟୋଜନ କରିବୁ। କିନ୍ତୁ ରଥଯାତ୍ରା ତିଥି ଅନୁସାରେ ପାଳନ କରିପାରିବୁନି। ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟ ତିଥିରେ ରଥଯାତ୍ରା ଆୟୋଜନ ମତରେ ଆମେ ସହମତ ନୋହୁଁ। ଗତ ଅକ୍ଟୋବର ୧୯ ତାରିଖରେ ପୁରୀଗଜପତି ମହରାଜା…
