Odia News Portal
Browsing Tag

swadhikar news

କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ’ଙ୍କ ଦ୍ଵାରା ବ୍ୟାସନଗର ପୌରପରିଷଦରେ ୧୦ ଗୋଟି ବିଦ୍ୟାଳୟରେ ୧୯ ଗୋଟି…

ବ୍ୟାସନଗର ପୈାରାଅଂଚଳ ସହରରେ ବର୍ତ୍ତମାନ ସମୟର ସରକାରଙ୍କ ପ୍ରୟାସ ବଳରେ ସହରର ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ବିଦ୍ୟାଳୟ ଗୃହଗୁଡିକ ଏବେ ନୂତନ ରୂପ ନେଉଛି। ଏହି କ୍ରମରେ କୋରେଇ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ'ଙ୍କ କରକମଳରେ ଆଜି…

ସାଇବର ସୁରକ୍ଷା ସଚେତନତା  ଅଭିଯାନ  ୨୦୨୫ ଉଦଘାଟିତ

ଜଗତସିଂହପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସଚେତନତା ସୁରକ୍ଷା ଅଭିଯାନ୨୦୨୫ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଜେ ସୋନାଲ ଯୋଗଦେଉ ସାଇବର ସୁରକ୍ଷା ଅଭିଯାନର ସଚେତନତା କାର୍ଯ୍ୟକ୍ରମକୁ…

ବ୍ରିଜରୁ ୩୦ ଫୁଟ ତଳକୁ ଖସିଲା ବାଇକ, ଯୁବକଙ୍କ ମୃତ୍ୟୁ

ବ୍ରିଜରୁ ୩୦ ଫୁଟ ତଳକୁ ଖସିଲା ବାଇକ। ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳଭଣଞ୍ଜା ବ୍ରିଜରେ ଗୋଟିଏ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ୩୦ଫୁଟ ତଳକୁ ଖସିପଡ଼ିଛି । ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଧର୍ମପୁର ଗାଁର…

ଶୀତକାଳ ପାଇଁ ବନ୍ଦ ହେଲା କେଦାରନାଥ କପାଟ, ୬ ମାସ ପାଇଁ ଦର୍ଶନ ବନ୍ଦ

କେଦାରନାଥ ମନ୍ଦିର କପାଟ ଶୀତକାଳ ପାଇଁ ବନ୍ଦ କରିଦିଆଯାଇଛି । ଆଜିଠାରୁ ୬ ମାସ ଯାଏଁ କପାଟ ବନ୍ଦ ରହିଛି । ଆଜି ସକାଳ ୮.୩୦ରୁ ବନ୍ଦ ରହିଛି କପାଟ । ବନ୍ଦ ହେବା ପୂର୍ବରୁ ଧାମରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା । ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଥିଲେ । କପାଟ ବନ୍ଦ…

ଦେଶୀ ବନ୍ଧୁକ କାରଖାନା ଠାବ, ୨ ଗିରଫ

ଆଜି ଗଜପତିଜିଲ୍ଲା ମୋହନା ଥାନା ପୁଲିସ ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ କରିଛି। ଏ ସଂକ୍ରାନ୍ତରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୨ଟି ଦେଶୀ ବନ୍ଧୁକ ଜବତ କରାଯାଇଥିବା ନେଇ ଗଜପତି ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ମୋହନା ଥାନାରେ ଆୟୋଜିତ ସାମ୍ବାଦିକ…

ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ତଦନ୍ତ ସିବିଆଇ ଦ୍ବାରା କରିବାକୁ ମଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ବହୁ ଚର୍ଚ୍ଚିତ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ତଦନ୍ତ ଭାର ସିବିଆଇକୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ସମ୍ବନ୍ଧିତ ଦୁର୍ନୀତିର ଚେର ବିଭିନ୍ନ ରାଜ୍ୟକୁ…

ଚଳିତ ବର୍ଷ ଓଡ଼ିଶାର ୨ ଜଣଙ୍କ ସମେତ ଦେଶର ୧୯୧ ଆରକ୍ଷୀ ସହିଦ

କଟକସ୍ଥିତ ପୁଲିସ ମୁଖ୍ୟାଳୟ ପରିସରରେ ୬୬ତମ ପୁଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ସହିଦ୍‌…

ଆୟତ୍ତ ହେଲା ଭୁବନେଶ୍ବର ୧ ନଂ ହାଟର ନିଆଁ

ଭୁବନେଶ୍ବର ୧ ନଂ ହାଟରେ ନିଆଁ ଲାଗିବା ଘଟଣା । ଅଗ୍ନିଶମ ବାହିନୀଙ୍କ ଉଦ୍ୟମ ପରେ ଆୟତ୍ତ ହେଲା ନିଆଁ । ୩୦ ମିନିଟ ପରେ ଅଗ୍ନିକାଣ୍ଡ ଆୟତ୍ତ । ଘଟଣା ଘଟିବାର ୩୦ ମିନିଚ ଭିତରେ ଅଗ୍ନିଯୋଦ୍ଧାମାନେ ନିଆଁକୁ ଆୟତ୍ତକୁ ଆଣିଛନ୍ତି । ନିଆଁ ଯଦିଓ ଲିଭିଲାଣି ତଥାପି କାଁ ଭାଁ ସ୍ଥାନରେ କୁହୁଳୁଛି,…

କଇଁଛ ଦେହରେ ସାଟେଲାଇଟ୍-ଟ୍ୟାଗିଂ ଲଗାଇ ଗତିବିଧି ନିରୀକ୍ଷଣ

ଗହୀରମଥା ସମୁଦ୍ର ଉପକୂଳରୁ ଶ୍ରୀଲଙ୍କା ଉପକୂଳ ଯାଏଁ ୧ ହଜାର କିଲୋମିଟରରୁ ଅଧିକ ଦୂର ଯାତ୍ରା କରିଛି ଅଲିଭ୍ ରିଡ୍‌ଲେ ସାମୁଦ୍ରିକ କଇଁଛ। ଶ୍ରୀଲଙ୍କା ଉପକୂଳ ଯାଏଁ ଯିବା ପରେ ସେପ୍ଟେମ୍ବର ମାସରୁ ଏକ ସାଟେଲାଇଟ୍-ଟ୍ୟାଗିଂ ଅଲିଭ୍ ରିଡ୍‌ଲେ କଇଁଛ ସଙ୍କେତ ଦେବା ବନ୍ଦ କରି ଦେଇଛି। ଫଳରେ…

ଗଞ୍ଜାମରେ କିଆଫୁଲର ଅଭାବୀ ବିକ୍ରି

ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ୪ଟି ବ୍ଲକ୍‌ ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଓ ଚିକିଟି ହେଉଛି କିଆଫୁଲ ଚାଷର ପ୍ରମୁଖ ପେଣ୍ଠସ୍ଥଳୀ। ୧୧୦ଟି ଗାଁର ଲୋକଙ୍କ ପ୍ରମୁଖ ଜୀବିକା ହେଉଛି କିଆଫୁଲ ଚାଷ, ଉତ୍ପାଦନ, ସଂଗ୍ରହ ଓ ପ୍ରକ୍ରିୟାକରଣ। ଜିଲ୍ଲାରେ ୨୨୦ଟି ପ୍ରକ୍ରିୟାକରଣ ୟୁନିଟ୍‌…