ରେଡ୍ ଜୋନ୍ ଘୋଷଣା ହେଲା ଶ୍ରୀମନ୍ଦିର : ଆସନ୍ତୁ ଜାଣିବା ରେଡ୍ ଜୋନ୍ କ’ଣ?
ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ୱ ଅଞ୍ଚଳକୁ ରେଡ୍ ଜୋନ୍ ଘୋଷଣା କରିଛି ଦେଶର ସର୍ବୋଚ୍ଚ ବିମାନ ପରିଚାଳନା ନିୟନ୍ତ୍ରକ ସଂସ୍ଥା ‘ଡିଜିସିଏ’। ଏଣିକି ଶ୍ରୀମନ୍ଦିର ପରିଧି ଅନ୍ତର୍ଗତ ଆକାଶ ସୀମାରେ ବିମାନ, ଡ୍ରୋନ୍ କିମ୍ବା କୌଣସି ଉଡ଼ାଣ ଯନ୍ତ୍ର ବିନା ଅନୁମତିରେ ଉଡ଼ିପାରିବ ନାହିଁ। ପୁରୀ…
