ନୂଆପଡ଼ା ଉପନିର୍ବାଚନ: ଟିଟିଲାଗଡ଼ ଷ୍ଟେସନ୍ରୁ ୭୦ ଲକ୍ଷ ଟଙ୍କା ଜବତ
ନୂଆପଡ଼ା ଉପନିର୍ବାଚନରେ ସବୁ ରାଜନୈତିକ ଦଳ ନିଜ ବଳ ପରଖିବା ପାଇଁ କସରତ ଚଳାଇଛନ୍ତି। ଏଭଳି ଉଷ୍ମତା ଭିତରେ ଟିଟିଲାଗଡ଼ ରେଳ ଷ୍ଟେସନ୍ରୁ ରେଳବାଇ ପୁଲିସ ୯୦ ଲକ୍ଷ ଟଙ୍କା ଜବତ କରିବା ହଇଚଇ ସୃଷ୍ଟି କରିଛି। ଶୁକ୍ରବାର ରାତିରେ କେସିଙ୍ଗା ଓ ଟିଟିଲାଗଡ଼ ଷ୍ଟେସନ୍ ମଝିରେ ଧରତିଆବା ସୁପରଫାଷ୍ଟ…
